ETV Bharat / city

କ୍ୟାନସର ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ - କ୍ୟାନସର ସେଣ୍ଟରକୁ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ

ଉଦଘାଟିତ ହେଲା ଉତ୍କଳ ହସ୍ପିଟାଲ ଓ କମ୍ପ୍ରିହେନସିଭ କ୍ୟାନସର ସେଣ୍ଟର। ଏହାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଧିକ ପଢନ୍ତୁ

କ୍ୟାନସର ସେଣ୍ଟରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

author img

By

Published : Apr 6, 2022, 7:00 AM IST

ଭୁବନେଶ୍ବର : ଉତ୍କଳ ହସ୍ପିଟାଲ ଓ କମ୍ପ୍ରିହେନସିଭ କ୍ୟାନସର ସେଣ୍ଟର ଉଦଘାଟିତ ହୋଇଛି । ଏହା ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଡାକ୍ତରଖାନା ପାଇଁ ଓଡିଶା ସରକାର 2010 ମସିହାରେ ଜମି ଯୋଗାଇ ଦେଇଥିଲେ।

କ୍ୟାନସର ସେଣ୍ଟରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
କ୍ୟାନସର ସେଣ୍ଟରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଏହା 200 ଶଯ୍ୟା ବିଶିଷ୍ଟ ହସ୍ପିଟାଲ। ହସ୍ପିଟାଲରେ ସମସ୍ତ ପ୍ରକାରର ଉନ୍ନତ ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ଅନ୍ୟାନ୍ୟ ଉପକରଣ ରହିଛି। ଭୁବନେଶ୍ୱରର ଅଗ୍ରଣୀ ମଲ୍ଟି-ସ୍ପେସିଆଲିଟି ହେଲଥ କେୟାର ସେବା ପ୍ରଦାନକାରୀଙ୍କ ମଧ୍ୟରୁ ଉତ୍କଳ ହସପିଟାଲ ଭୁବନେଶ୍ବର ଅନ୍ୟତମ ।

ଯାହାକି ଏହି ଅଞ୍ଚଳର ସର୍ବ ପୁରାତନ ତଥା ପ୍ରଥମ PET CT ସେବା ଯୋଗାଇଥାଏ। ପୂର୍ବ ଭାରତର ଏକ ବଡ କ୍ୟାନ୍ସର କେୟାର ସେଣ୍ଟର କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.