ଭୁବନେଶ୍ବର: ରାଜ୍ୟରେ 143 ନୂଆ ଆକ୍ରାନ୍ତ ଚିହ୍ନଟ । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 2388 । ଆକ୍ରାନ୍ତଙ୍କ ମଧ୍ୟରେ 132 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 11 ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି । ସେପଟେ ଆଉ 80 ଜଣ ସୁସ୍ଥ ହୋଇଛନ୍ତି । ଫଳରେ ସୁସ୍ଥଙ୍କ ସଂଖ୍ୟା 1325କୁ ବୃଦ୍ଧି ପାଇଛି । ସେହିପରି 7 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 1054 ଟି ସକ୍ରିୟ ମାମଲା ରହିଛି ।
ରାଜ୍ୟରେ 2388 ଆକ୍ରାନ୍ତ, 1325 ସୁସ୍ଥ - unlock one day three
12:48 June 03
143 ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 2388କୁ ବୃଦ୍ଧି
06:06 June 03
ରାଜ୍ୟରେ 2245 ଆକ୍ରାନ୍ତ, 1325 ସୁସ୍ଥ
ଭୁବନେଶ୍ବର: ରାଜ୍ୟରେ ଗୋଟିଏ ଦିନରେ 141 କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ସମୁଦାୟ ସଂଖ୍ୟା 2245ରେ ପହଞ୍ଚିଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ବଢି 1325 ଛୁଇଁଛି । ଅନ୍ୟପଟେ 7 ଜଣଙ୍କର ମୃତ୍ୟୁ ଘଟିଛି ।