ଭୁବନେଶ୍ବର: ରାଜ୍ୟରେ ଆଉ 90ଟି ନୂଆ ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 2478କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା 1416 ଛୁଇଁଛି । 7 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବର୍ତ୍ତମାନ ରାଜ୍ୟରେ 1053ଟି ସକ୍ରିୟ ମାମଲା ରହିଛି ।
ରାଜ୍ୟରେ 2478 ଆକ୍ରାନ୍ତ, 1416 ସୁସ୍ଥ - unlock one
11:14 June 04
ରାଜ୍ୟରେ 90 ନୂଆ ପଜେଟିଭ୍ ଚିହ୍ନଟ, ସଂଖ୍ୟା 2478କୁ ବୃଦ୍ଧି
06:02 June 04
ରାଜ୍ୟରେ 2388 ଆକ୍ରାନ୍ତ, 1416 ସୁସ୍ଥ
ଭୁବନେଶ୍ବର: ରାଜ୍ୟରେ ଗୋଟିଏ ଦିନରେ 143 ଆକ୍ରାନ୍ତ ଚିହ୍ନଟ ପରେ ସମୁଦାୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2388କୁ ବୃଦ୍ଧି ପାଇଛି । ସେହିପରି 1416 ଜଣ ସୁସ୍ଥ ହୋଇଛନ୍ତି । 7ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 963ଟି ସକ୍ରିୟ ମାମଲା ରହିଛି ।