ETV Bharat / city

Agnipath scheme: ଭୁବନେଶ୍ବରରେ ବାମପନ୍ଥୀ ଛାତ୍ର ଓ ଯୁବ ସଙ୍ଗଠନର ବିକ୍ଷୋଭ - ବାମପନ୍ଥୀ ଛାତ୍ର ସଙ୍ଗଠନର ବିକ୍ଷୋଭ

ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନଠାରେ ବାମପନ୍ଥୀ ଛାତ୍ର ଓ ଯୁବ ସଙ୍ଗଠନ ସମନ୍ବୟ କମିଟିର ବିକ୍ଷୋଭ । ଅଗ୍ନିପଥ ଯୋଜନାକୁ ବିରୋଧ କରି ଶତାଧିକ ଛାତ୍ରଛାତ୍ରୀ ଓ କର୍ମୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢ଼ନ୍ତୁ

Agnipath scheme: ଭୁବନେଶ୍ବରରେ ବାମପନ୍ଥୀ ଛାତ୍ର ଓ ଯୁବ ସଙ୍ଗଠନର ବିକ୍ଷୋଭ

author img

By

Published : Jun 29, 2022, 6:25 PM IST

ଭୁବନେଶ୍ବର: ଅଗ୍ନିପଥ ଯୋଜନା ବିରୋଧରେ ମାଷ୍ଟର କ୍ୟାଣ୍ଟିନଠାରେ ବିକ୍ଷୋଭ । ସଂଯୁକ୍ତ ବାମପନ୍ଥୀ ଛାତ୍ର ଓ ଯୁବ ସଙ୍ଗଠନ ସମନ୍ବୟ କମିଟିର ଶହଶହ ଛାତ୍ରଛାତ୍ରୀ ଓ କର୍ମୀ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି ।

Agnipath scheme: ଭୁବନେଶ୍ବରରେ ବାମପନ୍ଥୀ ଛାତ୍ର ଓ ଯୁବ ସଙ୍ଗଠନର ବିକ୍ଷୋଭ

ଚାକିରି ନାଁରେ ପିଲାଙ୍କ ଭବିଷ୍ୟତ ସହ ଖେଳିବା ସହ ସେନା ପେନସନକୁ ହଡପ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଥିବା ସଙ୍ଗଠନ ଅଭିଯୋଗ କରିଛି । ଖୁବଶୀଘ୍ର ସରକାର ଯୁବକ ଓ ଛାତ୍ର ବିରୋଧୀ ଏହି ଯୋଜନାକୁ ପ୍ରତ୍ୟାହର ନକଲେ ଏଭଳି ବିରୋଧ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଯିବ ବୋଲି ଚେତାବନୀ ଦିଆଯାଇଛି । ସରକାର ନିଜ ସ୍ବାର୍ଥ ପାଇଁ ପିଲାଙ୍କ ପରିଶ୍ରମ ଓ ଦେଶ ପ୍ରତି ଥିବା ଆବେଗ ପ୍ରତି ସ୍ଥାଣୁ ପାଲଟିଯାଇଛନ୍ତି । ଦେଶର ଭବିଷ୍ୟତ ହେଉଛନ୍ତି ଛାତ୍ର ଓ ଯୁବକ । ଏମାନେ ରାଜରାସ୍ତାରେ ନିଜ ଭବିଷ୍ୟତ ପାଇଁ ବିଦ୍ରୋହ କରୁଥିଲେ ମଧ୍ୟ ସରକାରଙ୍କୁ କୌଣସି ଫରକ ପଡ଼ୁନାହିଁ ବୋଲି ବାମପନ୍ଥୀ ଛାତ୍ର ଓ ଯୁବ ସଙ୍ଗଠନ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.