ETV Bharat / city

ବେତନଟୀରୁ 2ଟି ବାଘ ଛାଲ ଜବତ, 2 ଗିରଫ

author img

By

Published : Jan 6, 2022, 8:01 PM IST

ମୟୂରଭଞ୍ଜ ବେତନଟୀ ନିକଟରୁ ୨ଟି ବାଘ ଛାଲ ଜବତ କଲା STF ଟିମ । ଅଧିକ ପଢନ୍ତୁ

ବେତନଟୀରୁ 2ଟି ବାଘ ଛାଲ ଜବତ, 2 ଗିରଫ
ବେତନଟୀରୁ 2ଟି ବାଘ ଛାଲ ଜବତ, 2 ଗିରଫ

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରୁ ଜବତ ହୋଇଛି 2ଟି ବାଘ ଛାଲ । ଏହାକୁ ଜବତ କରିଥିବା 2 ଜଣଙ୍କୁ STF ଟିମ ଗିରଫ କରିଛି । ଏମାନେ ବାଘ ଛାଲ ଡିଲ କରୁଥିବା ବେଳେ STF ଟିମ ସେମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ଗିରଫ ହୋଇଥିବା 2 ଅଭିଯୁକ୍ତ ହେଲେ କୁଆମରା ଗ୍ରାମର ବୀରେନ୍ଦ୍ର ମହାନ୍ତିଙ୍କ ପୁଅ ପ୍ରଶାନ୍ତ କୁମାର ମହାନ୍ତି ଏବଂ ବଡ଼ସାହି ଥାନା ଅଧୀନ ବାଲିଯୋଡ଼ା ଗ୍ରାମର ସ୍ବର୍ଗତ ଶୁନା ବିନ୍ଧାଣୀଙ୍କ ପୁଅ ଗୋରା ବିନ୍ଧାଣି । ବେତନଟୀ ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥ ନିକଟ ରାଗ୍ଧା କଲେଜ ପାଖରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏମାନେ ବେପାରୀଙ୍କୁ ଡିଲ କରୁଥିବା ବେଳେ ଏମାନଙ୍କୁ STF ଟିମ ମାଡି ବସିଥିଲା ।

ଏମାନଙ୍କ ନିକଟରୁ ୨ଟି ଭିନ୍ନ କଲରାପତରିଆ ବାଘ ଛାଲ ଜବତ ହୋଇଛି । ସେପଟେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.