ETV Bharat / city

ଟ୍ରେନଲଲାଇନ କଡରେ ବ୍ରାଉନସୁଗାର ଡିଲ, ଭୁବନେଶ୍ବରରୁ ଧରାପଡିଲା ପୁରୀ ବେପାରୀ - ବ୍ରାଉନସୁଗାର ଗିରଫ

ରାଜଧାନୀରେ ରେଳଲାଇନ କଡରେ ବ୍ରାଉନସୁଗାର ଡିଲ। ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କଲା କମିଶନରେଟ ପୋଲିସ । ୧୩୦ ଗ୍ରାମ ବ୍ରାଉନସୁାଗର ସହ ଗୋଟିଏ ବାଇକ ଜବତ କଲା ପୋଲିସ । ଅଧିକ ପଢନ୍ତୁ...

ଟ୍ରେନଲଲାଇନ କଡରେ ବ୍ରାଉନସୁଗାର ଡିଲ, ଭୁବନେଶ୍ବରରୁ ଧରାପଡିଲା ପୁରୀ ବେପାରୀ

author img

By

Published : Sep 23, 2020, 6:57 PM IST

ଭୁବନେଶ୍ବର: ରେଳଲାଇନ କଡରେ ବ୍ରାଉନସୁଗାର ଡିଲ। ପୁରୀରୁ ବେପାରୀ ଆସି ଭୁବନେଶ୍ବରରେ ବିକ୍ରି କରୁଥିଲେ । କମିଶନରେଟ ପୋଲିସ ଜାଲରେ ପଡିଲେ ଦୁଇ ବ୍ରାଉନସୁଗାର ବେପାରୀ ।

ରାଜଧାନୀ ଭୁବନେଶ୍ବରର ସହିଦ ନଗର ଅଞ୍ଚଳର ମଞ୍ଚେଶ୍ବର ନିକଟସ୍ଥ ରେଳ ଲାଇନ ନିକଟରେ ସ୍ପେଶାଲ ସ୍କ୍ବାଡ ଓ ସହୀଦନଗର ଥାନା ପୋଲିସ ମିଳିତ ଅପରେସନବେଳେ ଧରାପଡିଲେ ବ୍ରାଉନସୁଗାର ବେପାରୀ । ବାଇକ ଯୋଗେ ପୁରୀରୁ ଆସି ବିକ୍ରି ବେଳେ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ପୁରୀର ଗୋଡିଶାଗଡର ଧୀରଜ ଜୟସିଂ, ନିଂକୁଞ୍ଜ ଜଗଦେବ। ସେମାନଙ୍କ ଠାରୁ ୧୩୦ ଗ୍ରାମ ଜବତ କରିବା ସହ ଗୋଟିଏ ବାଇକ OD02BF1757 ଜବତ କରିଛି ପୋଲିସ ।

ଟ୍ରେନଲଲାଇନ କଡରେ ବ୍ରାଉନସୁଗାର ଡିଲ, ଭୁବନେଶ୍ବରରୁ ଧରାପଡିଲା ପୁରୀ ବେପାରୀ

ତେବେ ସେମାନେ ପୁରୀର ବେପାରୀ କିପରି ଭୁବନେଶ୍ବରରେ ଆସି ବିକୁଥିଲେ। କେଉଁଠାରୁ ଆଣୁଥିଲେ ଏବଂ କିଏ ଏହି କାରବାର ସଂପୃକ୍ତ ଓ କେତେ ଦୂର ଚେର ଲମ୍ବିଛି, ସେ ନେଇ ତଦନ୍ତ ଜାରି ରଖିଛି ପୋଲିସ ଟିମ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.