ETV Bharat / city

ଲକଡାଉନ ନେଇ ଭୟଭୀତ ହୁଅ ନାହିଁ: ସିପି - ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ

ଲକଡାଉନ ନେଇ ପୋଲିସ କମିଶନରଙ୍କ ପ୍ରତିକ୍ରିୟା । ଲକଡାଉନ ପୂର୍ବରୁ ଭୟଭୀତ ହୁଅନ୍ତୁ ନାହିଁ । ଆବଶ୍ୟକତାଠାରୁ ଅଧିକ ଜିନିଷ କିଣନ୍ତୁ ନାହିଁ । କହିଲେ ପୋଲିସ କମିଶନର । ଅଧିକ ପଢନ୍ତୁ...

ଲକଡାଉନ ନେଇ ଭୟଭୀତ ହୁଅନ୍ତୁ ନାହିଁ
ଲକଡାଉନ ନେଇ ଭୟଭୀତ ହୁଅନ୍ତୁ ନାହିଁ
author img

By

Published : May 3, 2021, 4:02 PM IST

Updated : May 3, 2021, 5:24 PM IST

ଭୁବନେଶ୍ବର: ଲକଡାଉନ ନେଇ ପୋଲିସ କମିଶନରଙ୍କ ପ୍ରତିକ୍ରିୟା । ଲକଡାଉନ ପୂର୍ବରୁ ଭୟଭୀତ ହୁଅନ୍ତୁ ନାହିଁ । ଆବଶ୍ୟକତାଠାରୁ ଅଧିକ ଜିନିଷ କିଣନ୍ତୁ ନାହିଁ ବୋଲି ଲୋକଙ୍କୁ ଅନୁରୋଧ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଲକଡାଉନ ନେଇ ଭୟଭୀତ ହୁଅ ନାହିଁ

ଲକଡାଉନରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ ଭିଡ ନ କରିବାକୁ ପରାମର୍ଶ ଦେଇଛନ୍ତି କମିଶନରେଟ୍ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 3, 2021, 5:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.