ETV Bharat / city

ଆଜି 12 ଜଣଙ୍କ ଜୀବନ ନେଇଛି କୋରୋନା

author img

By

Published : Apr 29, 2021, 1:11 PM IST

ଆଜି ରାଜ୍ୟରେ 12 ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଅଧିକ ପଢନ୍ତୁ...

12ଜଣଙ୍କ ଜୀବନ ନେଲା କୋରୋନା
12ଜଣଙ୍କ ଜୀବନ ନେଲା କୋରୋନା

ଭୁବନେଶ୍ବର: କୋରୋନା କୋପରେ ଏବେ ସାରା ରାଜ୍ୟ । ହୁ ହୁ ହୋଇ ବଢୁଛି ସଂକ୍ରମଣ । ଆଜି ରାଜ୍ୟରେ 12ଜଣଙ୍କ ଜୀବନ ନେଇଛି କିଲର କୋରୋନା ।

ମୃତ 12ଜଣଙ୍କ ଭିତରେ ଅନୁଗୋଳ ଜିଲ୍ଲାର 38 ବର୍ଷୀୟ ବୃଦ୍ଧ, ଭୁବନେଶ୍ବରର 60 ବର୍ଷୀୟ ବୃଦ୍ଧା ଯିଏକି ହାଇପୋଥିରୋଡିସମରେ ପୀଡିତ ଥିଲେ । ଭୁବନେଶ୍ବରରୁ ଅନ୍ୟଜଣେ 37ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । କଟକରୁ ଜଣେ 46 ବର୍ଷୀୟ ମହିଳା, ଖୋର୍ଦ୍ଧାରୁ ଦୁଇଜଣ ଜଣେ ପୁରୁଷ ଆଖି ବୁଜିଥିବାବେଳେ କେନ୍ଦୁଝରରୁ 53 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ସେପଟେ ପୁରୀରୁ 67 ବର୍ଷୀୟ ପୁରୁଷ ଓ 74 ବର୍ଷୀୟ ଦୁଇଜଣଙ୍କର ଜୀବନ ନେଇଛି କୋରୋନା । ରାୟଗଡାରୁ ଦୁଇଜଣ ପୁରୁଷ ଓ ସୁନ୍ଦରଗଡରୁ ଜଣଙ୍କର ପ୍ରାଣ ନେଇଛି କିଲର କୋରୋନା । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ 2029ଜଣ କୋରୋନାରେ ଜୀବନ ହାରିଲେଣି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.