ETV Bharat / city

କୃଷିକୁ ଚିରନ୍ତନଶୀଳ କରିବା ପାଇଁ ବୃକ୍ଷରୋପଣର ଆବଶ୍ୟକତା ରହିଛି: ଓୟୁଏଟି କୁଳପତି - କୃଷିକୁ ଚିରନ୍ତନଶୀଳ କରିବା ପାଇଁ ବୃକ୍ଷରୋପଣ

ପୋଷଣ ନିରାପତ୍ତା ପାଇଁ ପୋଷକ ଶସ୍ୟ ଏବଂ ପୋଷଣ ବାଟିକା ସମସ୍ତ କୃଷିଜୀବୀ ଗ୍ରହଣ କରିବାର ଆବଶ୍ୟକତା ରହିଛି । କୃଷିକୁ ଚିରନ୍ତନଶୀଳ କରିବା ପାଇଁ ବୃକ୍ଷରୋପଣର ଆବଶ୍ୟକତା ମଧ୍ୟ ରହିଛି । ଅଧିକ ପଢନ୍ତୁ...

କୃଷିକୁ ଚିରନ୍ତନଶୀଳ କରିବା ପାଇଁ ବୃକ୍ଷରୋପଣର ଆବଶ୍ୟକତା ରହିଛି; ଓୟୁଏଟି କୁଳପତି

author img

By

Published : Sep 18, 2021, 8:01 AM IST

ଭୁବନେଶ୍ବର: ଦେଶର ପୋଷଣ ନିରାପତ୍ତା ପାଇଁ ପୋଷକ ଶସ୍ୟ ଏବଂ ପୋଷଣ ବାଟିକା ସମସ୍ତ କୃଷିଜୀବୀ ଗ୍ରହଣ କରିବାର ଆବଶ୍ୟକତା ରହିଛି । କୃଷିକୁ ଚିରନ୍ତନଶୀଳ କରିବା ପାଇଁ ବୃକ୍ଷରୋପଣର ଆବଶ୍ୟକତା ମଧ୍ୟ ରହିଛି । ଏନେଇ ଆନ୍ତର୍ଜାତିକ ପୋଷକଶସ୍ୟ (ମିଲେଟ୍) ବର୍ଷ -2023 ଅଭିଯାନ ଓୟୁଏଟି ପାଳନ କରିଛି ।

କୃଷିକୁ ଚିରନ୍ତନଶୀଳ କରିବା ପାଇଁ ବୃକ୍ଷରୋପଣର ଆବଶ୍ୟକତା ରହିଛି; ଓୟୁଏଟି କୁଳପତିକୃଷିକୁ ଚିରନ୍ତନଶୀଳ କରିବା ପାଇଁ ବୃକ୍ଷରୋପଣର ଆବଶ୍ୟକତା ରହିଛି; ଓୟୁଏଟି କୁଳପତି
କୃଷିକୁ ଚିରନ୍ତନଶୀଳ କରିବା ପାଇଁ ବୃକ୍ଷରୋପଣର ଆବଶ୍ୟକତା ରହିଛି; ଓୟୁଏଟି କୁଳପତି

ଦେଶର ପୋଷଣ ନିରାପତ୍ତା ପାଇଁ ପୋଷକ ଶସ୍ୟ ଏବଂ ପୋଷଣ ବାଟିକା ସମସ୍ତ କୃଷିଜୀବୀ ଗ୍ରହଣ କରିବାର ଆବଶ୍ୟକତା ରହିଛି। କୃଷିକୁ ଚିରନ୍ତନଶୀଳ କରିବା ପାଇଁ ବୃକ୍ଷରୋପଣର ଆବଶ୍ୟକତା ମଧ୍ୟ ରହିଛି । ଏନେଇ ଆନ୍ତର୍ଜାତିକ ପୋଷକଶସ୍ୟ (ମିଲେଟ୍) ବର୍ଷ -2023 ଅଭିଯାନ ଓୟୁଏଟି ପାଳନ କରିଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ଡଃ ପୱନ କୁମାର ଅଗ୍ରୱାଲ କୃଷି ଏବଂ କୃଷି ଅର୍ଥନୀତିର ଉନ୍ନତିରେ ପୋଷକ ଶସ୍ୟର ଭୂମିକା ଉପରେ ଆଲୋକପାତ କରି ରାଜ୍ୟ ତଥା ଦେଶରେ ପୋଷକ ଶସ୍ୟର ଚାଷ ଏବଂ ମୂଲ୍ୟଯୁକ୍ତ ପଦାର୍ଥ ପ୍ରସ୍ତୁତ କରିବାରେ ଅଧିକ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ବାରୋପ କରିଛନ୍ତି । ଦେଶର ପୋଷଣ ନିରାପତ୍ତା ପାଇଁ ପୋଷକ ଶସ୍ୟ ଏବଂ ପୋଷଣ ବାଟିକା ସମସ୍ତ କୃଷିଜୀବୀ ଗ୍ରହଣ କରିବାର ଆବଶ୍ୟକତା ଥିବାବେଳେ କୃଷିକୁ ଚିରନ୍ତନଶୀଳ କରିବା ପାଇଁ ବୃକ୍ଷରୋପଣର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ୧୫୦ରୁ ଊର୍ଦ୍ଧ୍ବ କୃଷକ, କୃଷିଜୀବୀ ମହିଳା, ଛାତ୍ରଛାତ୍ରୀ ତଥା ବିଶ୍ବବିଦ୍ୟାଳୟର ଅଧ୍ୟାପକ, ବୈଜ୍ଞାନିକ ଏବଂ ଅଧ୍ୟକ୍ଷମାନେ ଯୋଗଦାନ କରିଥିଲେ । ହାଇବ୍ରିଡ଼ ପଦ୍ଧତିରେ ପାଳିତ ଏହି ଉତ୍ସବରେ ଚାଷୀମାନେ, କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ପୋଷଣ ଶସ୍ୟର ପ୍ରୋତ୍ସାହନ କ୍ଷେତ୍ରରେ ଭାରତ ସମଗ୍ର ବିଶ୍ଵରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.