ETV Bharat / city

ତେଲାଙ୍ଗାନା ପୋଲିସକୁ ଟ୍ରାନ୍ସଜେଣ୍ଡର ସଙ୍ଘର ସଲାମ - ତେଲେଙ୍ଗାନା ପୋଲିସକୁ ସଲାମ କଲେ ଟ୍ରାନ୍ସଜେଣ୍ଡର ସଙ୍ଘ

ତେଲାଙ୍ଗାନା ପୋଲିସର ଏନକାଉଣ୍ଟର ପରେ ଏବେ ବିଭିନ୍ନ ମହଲରେ ପୋଲିସକୁ ବାଃ ବାଃ ଦିଆଯାଉଛି । ରାଜଧାନୀ ଭୁବନେଶ୍ବରରେ ଏନେଇ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଟ୍ରନ୍ସଜେଣ୍ଡର ସଙ୍ଘ ପକ୍ଷରୁ ପୋଲିସକୁ ଅଭିନନ୍ଦନ ଜଣାଇଛନ୍ତି ।

Reaction of transgender in telengana encounter
ତେଲେଙ୍ଗାନା ପୋଲିସକୁ ସଲାମ କଲେ ଟ୍ରାନ୍ସଜେଣ୍ଡର ସଙ୍ଘ
author img

By

Published : Dec 6, 2019, 11:47 PM IST

ଭୁବନେଶ୍ବର: ହାଇଦ୍ରାବାଦର ଡାକ୍ତରାଣୀ ଗଣଦୁଷ୍କର୍ମ ଘଟଣା ସାରା ଭାରତ ବର୍ଷକୁ ଦୋହଲାଇ ଦେଇଥିବା ବେଳେ ଆଜି ସକାଳୁ ପୋଲିସକୁ ବଡ଼ ସଫଳତା ମିଳିଛି । 4 ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପରେ ଏବେ ବିଭିନ୍ନ ମହଲରୁ ତେଲାଙ୍ଗାନା ପୋଲିସକୁ ପ୍ରଂଶସା କରାଯାଉଛି । ଏହି ଉପଲକ୍ଷେ ରାଜଧାନୀ ଭୁବନେଶ୍ବରରେ ଟ୍ରାନ୍ସଜେଣ୍ଡର ସଙ୍ଘ ରାଜରାସ୍ତାରେ ପୋଲିସର ବାଃ ବାଃ କରୁଥିବା ଦେଖିବାକୁ ମିଳିଛି ।

ତେଲେଙ୍ଗାନା ପୋଲିସକୁ ସଲାମ କଲେ ଟ୍ରାନ୍ସଜେଣ୍ଡର ସଙ୍ଘ

ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ଟ୍ରାନ୍ସ ଜେଣ୍ଡର ସଙ୍ଘ ଏକ ହୋଇ ପୋଲିସର ଏହି ଏନକାଉଣ୍ଟରକୁ ଅଭିନନ୍ଦନ ଜଣାଇଛନ୍ତି । ପୂର୍ବରୁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ ରାଜନେତାମାନେ ମଧ୍ୟ ତେଲାଙ୍ଗାନା ପୋଲିସର ସଫଳତାକୁ ଭୁରି ଭୁରି ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରାଜଧାନୀ ର ଟ୍ରନ୍ସଜେଣ୍ଡର ତେଲେଙ୍ଗାନା ପୋଲିସ ର ସଫଳତା କୁ କଲେ ସଲାମ

ହାଇଦ୍ରାବାଦ ର ଡାକ୍ତରାଣୀ ଦୁଷ୍କର୍ମ ଘଟଣା ଯେତେବେଳେ ସାରା ଭାରତ ବର୍ଷ କୁ ଦେହଲାଇ ଦେଇ ଥିବା ବେଳେ ଆଜି ସାକାଳୁ ପୋଲିସ କୁ ବଡ଼ ସଫଳତା ମିଳିଛି। 4 ଜଣ ଅପରାଧୀ ଙ୍କୁ ଆଜି ସକାଳୁ ତେଲେଙ୍ଗାନା ପୋଲିସ ଏନକାଉଣ୍ଟ କରିଛି। ଯାହା ଫଳ ରେ ଲୋକେ ଆଜି ପୋଲିସ କୁ ସବାସୀ ଦେଉଛି। ଆଉ ଆଜି ଏହି ଉପଲକ୍ଷେ ରାଜଧାନୀ ର ଟ୍ରାନ୍ସ ଜେଣ୍ଡର ସଙ୍ଘ ବି ପୋଲିସ ର ବାଃ ବାଃ ଗୁଣ ରାଜରାସ୍ତା ରେ ଗାଇଛି। ଭୁବନେଶ୍ୱର ସ୍ଥିତ ମାଷ୍ଟର କ୍ୟାଣ୍ଟି ଠାରେ ଟ୍ରାନ୍ସ ଜେଣ୍ଡର ସଙ୍ଘ ଏକ ହୋଇ ପୋଲିସ ର ସଫଳତା କୁ ସଲାମ ଦେଇଛିBody:ରାଜଧାନୀ ର ଟ୍ରନ୍ସଜେଣ୍ଡର ତେଲେଙ୍ଗାନା ପୋଲିସ ର ସଫଳତା କୁ କଲେ ସଲାମ

ହାଇଦ୍ରାବାଦ ର ଡାକ୍ତରାଣୀ ଦୁଷ୍କର୍ମ ଘଟଣା ଯେତେବେଳେ ସାରା ଭାରତ ବର୍ଷ କୁ ଦେହଲାଇ ଦେଇ ଥିବା ବେଳେ ଆଜି ସାକାଳୁ ପୋଲିସ କୁ ବଡ଼ ସଫଳତା ମିଳିଛି। 4 ଜଣ ଅପରାଧୀ ଙ୍କୁ ଆଜି ସକାଳୁ ତେଲେଙ୍ଗାନା ପୋଲିସ ଏନକାଉଣ୍ଟ କରିଛି। ଯାହା ଫଳ ରେ ଲୋକେ ଆଜି ପୋଲିସ କୁ ସବାସୀ ଦେଉଛି। ଆଉ ଆଜି ଏହି ଉପଲକ୍ଷେ ରାଜଧାନୀ ର ଟ୍ରାନ୍ସ ଜେଣ୍ଡର ସଙ୍ଘ ବି ପୋଲିସ ର ବାଃ ବାଃ ଗୁଣ ରାଜରାସ୍ତା ରେ ଗାଇଛି। ଭୁବନେଶ୍ୱର ସ୍ଥିତ ମାଷ୍ଟର କ୍ୟାଣ୍ଟି ଠାରେ ଟ୍ରାନ୍ସ ଜେଣ୍ଡର ସଙ୍ଘ ଏକ ହୋଇ ପୋଲିସ ର ସଫଳତା କୁ ସଲାମ ଦେଇଛିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.