ETV Bharat / city

ଦଲାଲମୁକ୍ତ ହେବ ପରିବହନ କାର୍ଯ୍ୟାଳୟ; କର୍ମଚାରୀଙ୍କୁ ମିଳିଲା ପରିଚୟ ପତ୍ର - ଆରଟିଓ ଅଫିସରେ ନୋଟିସ ବୋର୍ଡ ଲାଗିଛି

ନୂଆ ମୋଟରଯାନ ଆଇନ ଲାଗୁ ହେବାପରେ ଦେଖାଦେଇଥିବା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି । ଆଜି ଠାରୁ ଦିଆଯାଇଛି କର୍ମଚାରୀଙ୍କୁ ପରିଚୟ ପତ୍ର ।

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 29, 2019, 4:03 PM IST

ଭୁବନେଶ୍ବର: ଦଲାଲ ଯୋଗୁଁ କେହି ହଇରାଣ ହରକତ ହେବେ ନାହିଁ । ଏଥିପାଇଁ ସରକାର ଆରମ୍ଭ କରିଥିଲେ ଦଲାଲ ଦମନ ଅଭିଯାନ । ଏହା ଘୋଷଣା କରିବାର କିଛି ଦିନ ପରେ ଆଜି ବିଧିବଦ୍ଧ ଭାବେ ଆରଟିଓ ଅଫିସରେ ନୋଟିସ ବୋର୍ଡ ଲାଗିଛି । ଯାନବାହନ କେଉଁ ଡକ୍ୟୁମେଣ୍ଟ ପାଇଁ କେତେ ଟଙ୍କା, ପ୍ରଦୂଷଣ ପାଇଁ କେତେ ସମସ୍ତ ବିଷୟରେ ବିସ୍ତୃତ ଭାବେ ଲେଖାଯାଇଛି । ଏପରିକି ଆରଟିଓ କର୍ମଚାରୀଙ୍କୁ ସ୍ବତନ୍ତ୍ର ପରିଚୟ ପତ୍ର ପ୍ରଦାନ କରାଯାଇଛି । ଯଦ୍ବାରା ଦଲାଲ ଓ କର୍ମଚାରୀଙ୍କୁ ଜାଣିପାରିବେ ସାଧାରଣ ଲୋକେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଅନ୍ୟପଟେ, ଦଲାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି । କିନ୍ତୁ କାର୍ଯ୍ୟାଳୟରେ କର୍ମଚାରୀଙ୍କ ସଂଖ୍ୟା କମି ଯିବାରୁ ସମସ୍ତ କାମରେ ବିଳମ୍ବ ଦେଖାଦେଇଛି । ସେପଟେ, ରାଜ୍ୟ ସରକାର ଦେଇଥିବା 3 ମାସର ଅବଧି ବି ଶେଷ ହେବାକୁ ବସିଲାଣି । ସରକାର ନିଜସ୍ବ ତତ୍ତ୍ବାବଧାନରେ କିଛି ଲୋକଙ୍କୁ ନିଯୁକ୍ତି କରିବା ଦରକାର, ଯିଏ କାଗଜପତ୍ର କାମ କରିବାରେ ଲୋକଙ୍କ ସହଯୋଗ କରିଥାନ୍ତେ ବୋଲି ମତ ପ୍ରକାଶ ପାଇଛି ।


ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଦଲାଲ ମୁକ୍ତ ହେବା ପରେ ବିଧିବଦ୍ଧ ଭାବରେ ଆର ଟି ଓ ଅଫିସ ସମୁଖ ରେ ଲାଗିଲା ନେଟିସ।

ଦଲାଲ ପାଖରେ ଲୋକେ ହଇରାଣ ହେବେ ନାହିଁ ଏଥି ପାଇଁ ରାଜ୍ୟ ସରକାର କିଛି ଦିନ ପୂର୍ବ ରୁ ଘେଷଣା କରିଥିଲେ।
ଯାନବାହନ କେଉଁ ଡକ୍ୟୁମେଣ୍ଟ ପାଇଁ କେତେ ଟଙ୍କା, ସବୁ ର ରହିଛି ସରକାରୀ ତାଲିକା। ଅନ୍ୟ ପଟେ ଆର ଟି ଓ ଅଫିସ ର ସବୁ କର୍ମଚାରୀ ମାନଙ୍କୁ ନିଜସ୍ୱ ସ୍ୱତନ୍ତ୍ର ପରିଚୟ ପତ୍ର ପଦାନ କରାଯାଇଛି ଯାହା ଫଳ ରେ ସାଧାରଣ ଲୋକେ ତାହା ଦେଖିଲା ପରେ ଜାଣି ପାରିବେ କି ଏହା ଦଲାଲ ନା ଅଫିସ ର ସରକାରୀ କର୍ମଚାରୀ। ଅନ୍ୟ ପଟେ ସାଧାରଣ ଲୋକେ ମତ ରଖିଛନ୍ତି ଯେ ଆଗରୁ ଦଲାଲ ମାନଙ୍କ ଦ୍ୱାରା ଖୁବ ଶିଘ୍ର କାମ ହୋଇ ଯାଉ ଥିଲା କିନ୍ତୁ ଏବେ ବିଳମ୍ବ ହେଉଛି । ରାଜ୍ୟ ସରକାର ଦେଇ ଥିବା 3 ମାସ ର ଅବଧି ବି ଶେଷ ହେବାରେ ବସିଲାଣି। ସରକାର ନିଜସ୍ୱ ତ୍ୱବାବଧାନ ରେ କିଛି ଲୋକ ମାନଙ୍କୁ ନିଯୁକ୍ତି କରିବା ଦରକାର ଯିଏ କାଗଜ ପତ୍ର କାମ କରିବା ରେ ଲୋକଙ୍କ ସହଯୋଗ କରିଥାନ୍ତେ।


Body:ଦଲାଲ ମୁକ୍ତ ହେବା ପରେ ବିଧିବଦ୍ଧ ଭାବରେ ଆର ଟି ଓ ଅଫିସ ସମୁଖ ରେ ଲାଗିଲା ନେଟିସ।

ଦଲାଲ ପାଖରେ ଲୋକେ ହଇରାଣ ହେବେ ନାହିଁ ଏଥି ପାଇଁ ରାଜ୍ୟ ସରକାର କିଛି ଦିନ ପୂର୍ବ ରୁ ଘେଷଣା କରିଥିଲେ।
ଯାନବାହନ କେଉଁ ଡକ୍ୟୁମେଣ୍ଟ ପାଇଁ କେତେ ଟଙ୍କା, ସବୁ ର ରହିଛି ସରକାରୀ ତାଲିକା। ଅନ୍ୟ ପଟେ ଆର ଟି ଓ ଅଫିସ ର ସବୁ କର୍ମଚାରୀ ମାନଙ୍କୁ ନିଜସ୍ୱ ସ୍ୱତନ୍ତ୍ର ପରିଚୟ ପତ୍ର ପଦାନ କରାଯାଇଛି ଯାହା ଫଳ ରେ ସାଧାରଣ ଲୋକେ ତାହା ଦେଖିଲା ପରେ ଜାଣି ପାରିବେ କି ଏହା ଦଲାଲ ନା ଅଫିସ ର ସରକାରୀ କର୍ମଚାରୀ। ଅନ୍ୟ ପଟେ ସାଧାରଣ ଲୋକେ ମତ ରଖିଛନ୍ତି ଯେ ଆଗରୁ ଦଲାଲ ମାନଙ୍କ ଦ୍ୱାରା ଖୁବ ଶିଘ୍ର କାମ ହୋଇ ଯାଉ ଥିଲା କିନ୍ତୁ ଏବେ ବିଳମ୍ବ ହେଉଛି । ରାଜ୍ୟ ସରକାର ଦେଇ ଥିବା 3 ମାସ ର ଅବଧି ବି ଶେଷ ହେବାରେ ବସିଲାଣି। ସରକାର ନିଜସ୍ୱ ତ୍ୱବାବଧାନ ରେ କିଛି ଲୋକ ମାନଙ୍କୁ ନିଯୁକ୍ତି କରିବା ଦରକାର ଯିଏ କାଗଜ ପତ୍ର କାମ କରିବା ରେ ଲୋକଙ୍କ ସହଯୋଗ କରିଥାନ୍ତେ।


Conclusion:

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.