ETV Bharat / city

ଟ୍ରାଫିକ ପୋଲିସଙ୍କ ମହାନତା, ଦୁର୍ଘଟଣାରେ ଆହତ ବୃ୍ଦ୍ଧଙ୍କ କଲେ ଚିକିତ୍ସା

author img

By

Published : Jan 20, 2021, 5:07 PM IST

ଟ୍ରାଫିକ ପୋଲିସଙ୍କ ମହାନତାର ଅନେକ ଉଦାହରଣ ପୂର୍ବରୁ ଆମକୁ ଦେଖିବାକୁ ମିଳିଛି । ପୁଣି ଥରେ ଏପରି ଏକ ଦୃଶ୍ୟ ଭୁବନେଶ୍ବରର ପାୱାର ହାଉସ ଛକ ନିକଟରେ ମଙ୍ଗଳବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଟ୍ରାଫିକ ପୋଲିସଙ୍କ ମହାନତା
ଟ୍ରାଫିକ ପୋଲିସଙ୍କ ମହାନତା

ଭୁବନେଶ୍ବର: ଟ୍ରାଫିକ ପୋଲିସଙ୍କ ମହାନତାର ଅନେକ ଉଦାହରଣ ପୂର୍ବରୁ ଆମକୁ ଦେଖିବାକୁ ମିଳିଛି । ପୁଣି ଥରେ ଏପରି ଏକ ଦୃଶ୍ୟ ଭୁବନେଶ୍ବରର ପାୱାର ହାଉସ ଛକ ନିକଟରେ ମଙ୍ଗଳବାର ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ବୃଦ୍ଧଙ୍କ ପ୍ରାଥମିକ ଉପଚାର କରିଛନ୍ତି ଜଣେ ମହିଳା ଟ୍ରାଫିକ୍ ପୋଲିସ ।

  • At about 10:30 am today,Pramila Pradhan assisted an injured at PowerHouse Chak with first aid after he fell from his bike.We wish him speedy recovery.We care for your well-being and hope that you too take all precautions for safety on roads.@DGPOdisha @cpbbsrctc @SarangiSudhansu pic.twitter.com/2L7CODc0vw

    — DCP TRAFFIC, BHUBANESWAR-CUTTACK (@DCP_TRAFFIC) January 19, 2021 " class="align-text-top noRightClick twitterSection" data=" ">

ମଙ୍ଗଳବାର ଦିନ 10 ଟା 30 ମିନିଟରେ ପ୍ରମିଳା ପ୍ରଧାନ ନାମକ ଜଣେ ଟ୍ରାଫିକ ପୋଲିସ ଆହତଙ୍କ ଚିକିତ୍ସା କରିଥିଲେ । ପାୱାର ହାଉସ ଛକ ନିକଟରେ ବୃଦ୍ଧ ଜଣକ ଅସାବଧାନତା ହେତୁ ଗାଡିରୁ ପଡି ଯାଇଥିଲେ । ଏହାପରେ ପ୍ରମିଳା ପ୍ରଧାନ ତାଙ୍କୁ ଉଦ୍ଧାର କରି ପ୍ରାଥମିକ ଉପଚାର କରିଥିଲେ । ତେବେ ବର୍ତ୍ତମାନ ତାଙ୍କର ଏହି ମହାନତା ଟ୍ବିଟରରେ ଭାଇରାଲ ହୋଇଛି । ଅନ୍ୟପକ୍ଷେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏହାକୁ ସେୟାର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.