ETV Bharat / city

TOPNEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

author img

By

Published : Jul 26, 2020, 3:07 PM IST

ନଜର ପକାନ୍ତୁ TOPNEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOPNEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...
TOPNEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

1.ବନ୍ଧୁକ ମୁନରେ ଭିଜିଲାନ୍ସ ଡିଏସପିଙ୍କୁ ଲୁଟ୍, କମିଶନରେଟ୍ ପୋଲିସକୁ ଅପରାଧୀଙ୍କ ଚ୍ୟାଲେଞ୍ଜ

କମିଶନରେଟ୍ ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ । ଭିଜିଲାନ୍ସ ଡିଏସପି ତନୁଜା ମହାନ୍ତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

2.ରେଢାଖୋଲର ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କ ପରଲୋକ

ରେଢାଖୋଲ ବିଧାନସଭାରୁ ଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା କଂଗ୍ରେସ ବିଧାୟକ ଅଭିମନ୍ୟୁ କୁମାର । ଆଜି 92 ବୟସରେ ତାଙ୍କର ଦେହାନ୍ତ ହୋଇଛି ।

3.ଆନ୍ଧ୍ର-ଓଡ଼ିଶା ସୀମାରେ ପୋଲିସ ମାଓବାଦୀ ଗୁଳିବିନିମୟ

ଆନ୍ଧ୍ର-ଓଡ଼ିଶା ସୀମାରେ ଗୁଳିବିନିମୟ ଜାରି। ମାଓ ଶିବିର ଚାଲିଥିବା ନେଇ ଆନ୍ଧ୍ର-ଓଡିଶା ପୋଲିସର ମିଳିତ ଅପରେସନରେ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ଘଟିଛି।

4.20 ବର୍ଷ ଶାସନ ପରେ ବି ନାହିଁ ୱେର ହାଉସ ବ୍ୟବସ୍ଥା, ଶୋଷିତ ହେଉଛି ଚାଷୀ

ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁଁ କୃଷି କ୍ଷେତ୍ର ମଧ୍ୟ ବ୍ୟାପକ କ୍ଷତି ସହିଛି । ଆର୍ଥିକ ଅନଟନରେ ରହୁଥିବା ଚାଷୀ ଖରିଫ ଫସଲକୁ ନେଇ ଆଗକୁ ଆହୁରି ସମସ୍ୟା ସମ୍ମୁଖୀନ ହେବେ । ଗୋଟିଏ ପଟେ ସରକାରଙ୍କ ନିଜସ୍ବ ଷ୍ଟୋର କିମ୍ବା ଗୋଦାମ ଘର ନଥିବାବେଳେ ଏପଟେ ସମସ୍ତଙ୍କୁ କୋରୋନା ଛାଟ ପଡିଛି ।

5.ଏମ୍ସରେ ଚାକିରି ଦେବା ନାଁରେ ଠକେଇ, ଧରାପଡିଲେ ୪୨୦ ନର୍ସ

ଏମ୍ସରେ ଚାକିରି ଦେବା ନାଁରେ ଠକେଇ । ଧରାପଡିଲେ ୪୨୦ ନର୍ସ,ମାଷ୍ଟର ମାଇଣ୍ତକୁ ଖୋଜୁଛି ପୋଲିସ ।

6.ମୋବାଇଲ ଗେମ ନିଶା ପାଇଁ ଆତ୍ମହତ୍ୟା କଲା ନାବାଳକ

କେସିଙ୍ଗା ଥାନା ମାଲପଡା ଗାଁର ୧୧ ବର୍ଷର ନାବାଳକ ଇଶାନଙ୍କୁ ମୋବାଇଲ ଗେମ ନିଶା ଏତେ ଘାରିଥିଲା ଯେ ଗେମ ଖେଳିବାକୁ ନେଇ ଘରେ ତାଗିଦ୍‌ କରିବାରୁ ଆତ୍ମହତ୍ୟାକୁ ଆପଣାଇ ଜୀବନ ହାରିଛନ୍ତି ଇଶାନ ।

7.ରାଜ୍ୟରେ ଅଣାୟତ କୋରୋନା, ଆଜି ପୁଣି 1376 ପଜିଟିଭ ଚିହ୍ନଟ

ରାଜ୍ୟରେ ଅଣାୟତ କୋରୋନା । ଆଜି ପୁଣି ରାଜ୍ୟରୁ 1376 ପଜିଟିଭ ଚିହ୍ନଟ ହୋଇଛନ୍ତି ।

8.କୋଭିଡ-19 ମୁକାବିଲା: ମନରେଗା ଅଧିନରେ ରାଜ୍ୟକୁ 40 ହଜାର କୋଟି

କୋଭିଡ-19 ମହାମାରୀରୁ ସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ପାଇଁ 40 ହଜାର କୋଟି ଟଙ୍କା ଅତିରିକ୍ତ ଆବଣ୍ଟନ କରାଯାଇଛି।

9.'ଦିଲ୍ଲୀ ହସ୍ପିଟାଲରେ କମୁଛି ସଂକ୍ରମିତଙ୍କ ସଂଖ୍ୟା, ଘରେ ରହି ଚିକିତ୍ସିତ ହେଉଛନ୍ତି ଲୋକେ'

ଦିଲ୍ଲୀରେ ଏବେ କୋରୋନା ସଂକ୍ରମଣ ସଂଖ୍ୟା କମ ହେଉଥିବା ନେଇ ଏକ ଟ୍ବିଟ କରି ଦର୍ଶାଇଛନ୍ତି ସିଏମ କେଜରିଓ୍ବାଲ ।

10.ବଲିଉଡରେ ଜଲଓ୍ବା ଦେଖାଇବେ ନବରଙ୍ଗପୁର ଯୁବକ, ପରିବାରରେ ଖୁସିର ମାହୋଲ

ଉମରକୋଟ ସହର ତିକିର ସାହିର ମହମ୍ମଦ ହାରୁଣ୍ ଲାଥିଆଙ୍କ ନାତି ୱାଜିଦ୍ ମେମନ ଓରଫ ରକ୍ ଏବେ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.