ETV Bharat / city

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର... - କୋରୋନା ଆତଙ୍କ

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

author img

By

Published : Jul 12, 2020, 3:07 PM IST

1.କୋରୋନା ଆତଙ୍କ: ରାଜ୍ୟରେ 13 ହଜାର ଟପିଲା ପଜିଟିଭ ସଂଖ୍ୟା

ରାଜ୍ୟରେ ପୁଣି 595 ପଜିଟିଭ ଚିହ୍ନଟ । 13 ହଜାର ଟପିଲା ପଜିଟିଭ ସଂଖ୍ୟା..

2.ରାଜ୍ୟରେ ଆଉ ତିନି ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 64

ରାଜ୍ୟରେ ଆଜି ପୁଣି ଆଉ ତିନି ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 64କୁ ବୃଦ୍ଧି ପାଇଛି..

3.ଶୁଣିଲାନି ପ୍ରଶାସନ, ବେଆଇନ ମଦ ବ୍ୟବସାୟୀଙ୍କ ଉପରେ ଚଢାଉ କଲେ ଗ୍ରାମବାସୀ

କେନ୍ଦ୍ରପଡା ମହାକାଳପଡା ବ୍ଲକ ବାଙ୍କି ଛନ୍ଦା ଗାଁରେ ବେଆଇନ ଭାବେ ଚାଲିଛି ମଦ କାରବାର । ପ୍ରଶାସନର ନାକ ତଳେ ସବୁ ଚାଲିଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଆସୁଛି ।

4.ଦାଉ ସାଜିଲା ଦୁର୍ଘଟଣା; ଦୁର୍ଦ୍ଦିନରେ କଟୁଛି ଦିନ, ମିଳୁନି ସହାୟତା

ଦୁର୍ଘଟଣାର ଶିକାର ହୋଇ ଏକ କୁଡ଼ିଆ ଭିତରେ ପଡି ରହିଛନ୍ତି କଟକ କାଠଯୋଡ଼ି ବସ୍ତିର ଦମ୍ପତି । ନା ଦି ମୁଠା ଖାଇବାକୁ ମିଳୁଛି ନା ବାହାରକୁ ଯାଇ କୌଣସି କାମ କରି ପାରୁଛନ୍ତି । ସେପଟେ ଏପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମଧ୍ୟ ମିଳିନାହିଁ ।

5.ଏସିଏମ ସଙ୍ଗଠନର 2 ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି-କୋରାପୁଟ ବର୍ଡର ଡିଭିଜନ ସଙ୍ଗଠନର ଆଗ ଧାଡିର ଏସିଏମ ରାଙ୍କର ମାଓ ନେତା କାହ୍ନା ଓ ମାଓ ନେତ୍ରୀ ଲାକ୍କେର ଆତ୍ମସମର୍ପଣ..

6.ସେବାୟତଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ସମେତ ଆର୍ଥିକ ସହାୟତା

ସେବାୟତଙ୍କୁ ଆର୍ଥିକ ସହାୟତା ଯୋଗାଇବ ପୁରୀ ପ୍ରଶାସନ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ସମେତ 2ଟି ଫେଜରେ 5ହଜାର ଟଙ୍କା ଯୋଗାଇ ଦିଆଯିବ..

7.ଖୁବ ଶୀଘ୍ର ହେବ ମୌସୁମୀ ଅଧିବେଶନ: ପ୍ରହ୍ଲାଦ ଯୋଶୀ

କୋରୋନା ପାଇଁ ସମସ୍ତ ସ୍ୱାସ୍ଥ୍ୟ ସତର୍କତା ଅବଲମ୍ବନ କରାଯିବା ସହ ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ମୌସୁମୀ ଅଧିବେଶନ ନିଶ୍ଚିତ ଭାବରେ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ।

8.ରାଜସ୍ଥାନ ସରକାର ଭାଙ୍ଗିବାକୁ ଚେଷ୍ଟା, ଦିଲ୍ଲୀରେ ପାଇଲଟଙ୍କ ସମେତ 10 ବିଧାୟକ

କୋରୋନା ସଙ୍କଟ ମଧ୍ୟରେ ରାଜସ୍ଥାନ ସରକାରକୁ ବିଧାୟକଙ୍କ ଉପରେ ନଜର ରଖିବାକୁ ପଡୁଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଭିଯୋଗ କରିଛନ୍ତି ଯେ ବିଜେପି ତାଙ୍କ ସରକାରକୁ ଭାଙ୍ଗିବାକୁ ଚାହୁଁଛି ।

9.ମୋଦିଙ୍କ ନେତୃତ୍ବକୁ ନେଇ ପୁଣି ପ୍ରଶ୍ନ କଲେ ରାହୁଲ

ପୁଣି ଟ୍ବିଟ୍ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । ଭାରତ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଥିବା ବେଳେ ଚୀନ କିପରି ଭାରତର ଜମି ଛଡାଇନେଇଛି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧୀ ।

10.ସାଉଥାମ୍ପଷ୍ଟନ ଟେଷ୍ଟ: ଆଜି 5ମ ଦିନ, ଦୃଢ ସ୍ଥିତିରେ ୱେଷ୍ଟଇଣ୍ଡିଜ

ଇଂଲଣ୍ଡ ଓ ଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଆଜି 4ର୍ଥ ଦିନ 5ମ ଦିନ । ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜର ସ୍ଥିତି ଦୃଢ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.