ETV Bharat / city

TOP NEWS @3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର...

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର...
TOP NEWS @3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର...
author img

By

Published : Jun 22, 2020, 3:01 PM IST

1.ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି ଆରମ୍ଭ

ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି ରଥଯାତ୍ରା ମାମଲାର ଶୁଣାଣି । ମୁଖ୍ୟ ବିଚାରପତି ଏସ.ଏ ବୋବଡେଙ୍କ ନେତୃତ୍ବରେ 3 ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି ।

2.ରଥଯାତ୍ରା ପାଇଁ ତତ୍ପରତା: ପୁରୀ ଗଲେ ମୁଖ୍ୟ ଶାସନ ସଚିବ ଓ ଡିଜିପି

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ପୋଲିସ ମହାନିର୍ଦ୍ଦେଶକ ଅଭୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉଭୟ ପୁରୀ ଯାଇଛନ୍ତି । ପୁରୀରେ ରହି ସମ୍ପୂର୍ଣ୍ଣ ସ୍ଥିତିର ସମୀକ୍ଷା କରିବେ ।

3.ରଥରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ

ରଥରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ନୀତି । ସକାଳ ଧୂପ ପରେ ଏହି ନୀତି ଅନୁଷ୍ଠିତ ହୋଇଛି..

4.ଗଜପତି ମହାରାଜାଙ୍କ ସହିତ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହା

ରଥଯାତ୍ରା ସମ୍ପର୍କରେ ଗଜପତି ମହାରାଜାଙ୍କ ସହ କଥା ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା..

5.ରାଜ୍ୟରେ 143 ନୂଆ ଆକ୍ରାନ୍ତ ଚିହ୍ନଟ, ଦୁଇ ମୃତ

ଦିନକରେ 143 ଜଣ ଆକ୍ରାନ୍ତ ହୋଇଛନ୍ତି । ସେପଟେ କୋରୋନାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି..

6.ରଜୌରୀ ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଯବାନ ଶହୀଦ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ଯବାନ ଶହୀଦ ହୋଇଛନ୍ତି । ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର ଉଚିତ୍‌ ଜବାବ ଦେଉଛି ଭାରତୀୟ ସେନା ।

7.ଦେଶରେ 24 ଘଣ୍ଟାରେ 14821 ନୂଆ ପଜିଟିଭ ରିପୋର୍ଟ, 445 ମୃତ

ବର୍ତ୍ତମାନ ଦେଶରେ ସଂକ୍ରମିତ କୋରୋନା ସଂଖ୍ୟା 4 ଲକ୍ଷ ଅତିକ୍ରମ କରିଛି..

8.ଆଜି ଶହୀଦ ସନ୍ତୋଷଙ୍କ ପରିବାରକୁ ଭେଟିବେ ତେଲେଙ୍ଗାନା ସିଏମ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶହୀଦ କର୍ଣ୍ଣେଲ ସନ୍ତୋଷଙ୍କ ପରିବାର ସହ ସାକ୍ଷାତ କରି ଶ୍ରଦ୍ଧାଞ୍ଜଳି ଦେବେ । ଏହା ସହ ଆର୍ଥିକ ସହାୟତା ଓ ଚାକିରି ମଧ୍ୟ ପ୍ରଦାନ କରିବେ ।

9.ପୁଣି ଭୂକମ୍ପରେ ଥରିଲା ମିଜୋରାମ, ରିକ୍ଟର ସ୍କେଲରେ ତୀବ୍ରତା 5.3

ମିଜୋରାମରେ ସୋମବାର ସକାଳୁ ଭୂକମ୍ପ ଅନୁଭୂତ । ରାଜ୍ୟ ସିଏମଙ୍କ ସହ କଥା ହୋଇ ସହଯୋଗର ଆଶ୍ବାସନା ଦେଲେ ପିଏମ ମୋଦି..

10.WWEକୁ ଅଲବିଦା କହିଲେ 'ଦ ଅଣ୍ଡରଟେକର'

ଅବସର ନେବେ ୱାର୍ଲ୍ଡ ରେସେଲିଂ ଏଣ୍ଟରଟେନମେଣ୍ଟ(WWE)ରୁ ଭେଟେରାନ କୁସ୍ତିଯୋଦ୍ଧା 'ଦ ଅଣ୍ଡରଟେକର'..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.