ETV Bharat / city

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର... - ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

author img

By

Published : Jun 12, 2020, 3:00 PM IST

1.ରାଜ୍ୟରେ ପୁଣି 112 କୋରୋନା ଆକ୍ରାନ୍ତ, ଓଡ୍ରାଫ ଓ ଏନଡ଼ିଆରଏଫରୁ 21 ଚିହ୍ନଟ

ରାଜ୍ୟରେ ଶୁକ୍ରବାର 18ଟି ଜିଲ୍ଲାରୁ 112 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3498ରେ ପହଞ୍ଚିଛି ।

2.ଆଜି ବିଶ୍ବ ପାଳୁଛି ‘ଶିଶୁ ଶ୍ରମିକ ବିରୋଧୀ ଦିବସ’

ବିଶ୍ବ ଶିଶୁ ଶ୍ରମିକ ବିରୋଧୀ ଦିବସ । ଶିଶୁ ଶ୍ରମିକ ରୋକିବା ସହ ସେମାନଙ୍କୁ ପାଠ ପଢାଇବା ଦିଗରେ ପଦକ୍ଷେପ ନେବା ଦରକାର ବୋଲି ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ।

3.ବର୍ଷର ପ୍ରଥମ ତିନିମାସରେ କମିଛି ସଡକ ଦୁର୍ଘଟଣା, ସୂଚନା ଦେଲେ ପରିବହନ ମନ୍ତ୍ରୀ

ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ରାଜ୍ୟରେ କମିଛି ଦୁର୍ଘଟଣା ହାର । ଦୁର୍ଘଟଣା ଜନିତ ମୃତ୍ୟୁହାର ସହ ଆହତଙ୍କ ସଂଖ୍ୟା ମଧ୍ୟ ହ୍ରାସ ହୋଇଛି ।

4.ଭିଜିଲାନ୍ସ ଜାଲରେ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, କାରରୁ ୩ ଲକ୍ଷ ୯୧ ହଜାର ଟଙ୍କା ଜବତ

ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଅଭୟ କୁମାର ତ୍ରିପାଠୀ । ବାଲେଶ୍ଵର ଭିଜିଲାନ୍ସ ଟିମ ଚଢ଼ାଉ କରି ଅଭୟଙ୍କ କାରରୁ ୩ ଲକ୍ଷ ୯୧ ହଜାର ଟଙ୍କା ଜବତ କରିବା ସହ ଚଢ଼ାଉ ଜାରି ରଖିଥିବା ଜଣାପଡିଛି।

5.ବିଏମସି ଗାଡି ଧକ୍କାରେ ମେଡିସିନ କମ୍ପାନୀ ଏରିଆ ମ୍ୟାନେଜର ମୃତ

ରାଜଧାନୀରେ ଅଘଟଣ । ବିଏମସିର ଅଳିଆ ବୋଝେଇ ଟ୍ରକ ଧକ୍କାରେ ଇଣ୍ଡୋକୋ ମେଡିସିନର ଏରିଆ ମ୍ୟାନେଜର ମୃତ । ଏଭଳି ଘଟଣା ଘଟିଛି ଇନଫୋସିଟି ଥାନା ଅଧୀନସ୍ଥ ମାଗ୍ନେଟ ଛକରେ ।

6.ମଦ ପାଇଁ ମର୍ଡର, ରାଜଧାନୀରେ ଚାଞ୍ଚଲ୍ୟ

ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା କଲ୍ୟାଣ ମଣ୍ଡପ ନିକଟରେ ନିଶାଶକ୍ତ ବ୍ୟକ୍ତି ଅନ୍ୟ ଜଣଙ୍କୁ ହତ୍ୟା କରିଥିବା ଜଣାପଡିଛି ।

7.ଦେଶରେ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ, ମୋଟ ପଜିଟିଭ ସଂଖ୍ୟା 2ଲକ୍ଷ 97 ହଜାର

ଦେଶରେ ଦେଶରେ 24 ଘଣ୍ଟା ମଧ୍ୟରେ 10ହଜାର 9ଶହ 56 କୋରୋନା ପଜିଟିଭ ଓ 396 ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

8.ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ପୁଣି ବଢିଲା ତୈଳ ଦର । ଲଗାତାର ଷଷ୍ଠ ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ।

9.ବିଶ୍ବରେ କୋରୋନା ସଂକ୍ରମଣ 7.2 ମିଲିୟନ, ସୂଚନା ଦେଲା WHO

ବିଶ୍ବ ସ୍ତରରେ କୋରୋନା ଭାଇରସ୍ ସଂକ୍ରମଣ ମାମଲା 7,273,958ରେ ପହଁଞ୍ଚିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି।

10.ସେପ୍ଟେମ୍ବର-ଅକ୍ଟୋବରରେ ଆଇପିଏଲ ଭାରତର ପ୍ରଥମ ଲକ୍ଷ୍ୟ: ଆଇପିଏଲ ଅଧ୍ୟକ୍ଷ

ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ବ୍ରିଜେଶ କହିଛନ୍ତି ଯେ, ‘ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ଆଇପିଏଲ୍ ଆଯୋଜନ ଭାରତର ପ୍ରଥମ ଲକ୍ଷ୍ୟ ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.