ETV Bharat / city

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM
TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Sep 19, 2022, 10:59 AM IST

1.ପରଲୋକରେ ବିଜେପିର ଟାଣୁଆ ନେତା ବିଷ୍ଣୁ ସେଠୀ

ଆଉ ନାହାନ୍ତି ବିଜେପି ନେତା ବିଷ୍ଣୁ ସେଠୀ । 61 ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଛି ।

2.ଆଜି ପଦ୍ମ କ୍ୟାମ୍ପରେ ସାମିଲ ହେବେ କ୍ୟାପ୍ଟେନ ଅମରିନ୍ଦର ସିଂ

ଆଜି (ସୋମବାର) ବିଜେପିରେ ମିଶିବେ ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ସଭାପତି କ୍ୟାପ୍ଟେନ ଅମରିନ୍ଦର ସିଂ ।

3.କଟକରେ ୫T ସଚିବ, SCB ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ ପୁନଃରୁଦ୍ଧାର କାର୍ଯ୍ୟର କଲେ ସମୀକ୍ଷା

ସୋମବାର କଟକ ଗସ୍ତରେ ଆସି ଏସସିବି ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ କାର୍ଯ୍ୟର ସମୀକ୍ଷା କରିଛି 5ଟି ସଚିବ ଭିକେ ପାଣ୍ଡିଆନ।

4.ୟୁପିରେ ଭୁଶୁଡ଼ିଲା 80 ବର୍ଷର ପୁରୁଣା କୋଠା, 3 ମୃତ

ଉତ୍ତର ପ୍ରଦେଶ ବାରିୟାର କତୱାଲି ଅଞ୍ଚଳରେ ଭୁଶୁଡିଲା 80 ବର୍ଷ ପୁରୁଣା କୋଠା । ଭଙ୍ଗା କୋଠା ତଳେ ଚାପି ହୋଇ ପରିବାରର ତିନି ଜଣଙ୍କ ମୃତ୍ୟୁ ଘଟିଛି ।

5.India Corona: ଦିନକରେ 4858 ନୂଆ ସଂକ୍ରମିତ

ଦେଶରେ କୋରୋନା ସଂକ୍ରମଣ ହ୍ରାସ । ଗତ 24 ଘଣ୍ଟା ମଧ୍ୟରେ 4,858 ନୂଆ ସଂକ୍ରମିତ ଚିହ୍ନଟ

6.RTIର ଖୁଲାସା: ଦେଓମାଳି ଓଡ଼ିଶାର ସର୍ବୋଚ୍ଚ ଗିରିଶୃଙ୍ଗ

ଓଡ଼ିଶାର ସର୍ବୋଚ୍ଚ ପର୍ବତ ଭାବେ ପୂର୍ବଘାଟରେ ଦେଓମାଳି ରହିଛି । ଦେଓମାଳିକୁ ନେଇ ବିବାଦ ଲାଗି ରହିଥିବାବେଳେ ସୂଚନା ଅଧିକାର ବଳରେ ଏହି ତଥ୍ୟ ହସ୍ତଗତ ହୋଇଛି ।

7.ଆଜି ବ୍ରିଟେନ ମହାରାଣୀଙ୍କ ଶେଷକୃତ୍ୟ, ସାମିଲ ହେବେ ବିଶ୍ବର ବିଶିଷ୍ଟ ବ୍ୟକ୍ତି

ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କର ଆଜି ଅନ୍ତିମ ସଂସ୍କାର ସମ୍ପନ୍ନ ହେବ । ଏହି କାର୍ଯ୍ୟକ୍ରମରେ ବିଶ୍ବର ବହୁ ବିଶିଷ୍ଟ ବ୍ୟକ୍ତିତ୍ବ ସାମିଲ ହେବେ ।

8.ଭିତରକନିକାରେ ଦେଶୀୟ ପକ୍ଷୀ ସଂଖ୍ୟା ବୃଦ୍ଧି, ବଢ଼ିଛନ୍ତି 7431 ପକ୍ଷୀ

ଭିତରକନିକା ଜାତୀୟ ଉଦ୍ୟାନର ତିନୋଟି ସ୍ଥାନରେ ବଢ଼ିଛି ଦେଶୀୟ ପକ୍ଷୀଙ୍କ ସଂଖ୍ୟା । ଗତବର୍ଷ ଅପେକ୍ଷା ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ହୋଇଛି ।

9.Odisha Covid Cases: ରାଜ୍ୟରେ ନୂଆ 125 ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 125 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

10.ଘୂର୍ଣ୍ଣିବଳୟ ସକ୍ରିୟ, ଆଜିଠୁ ପ୍ରବଳ ବର୍ଷିବ

ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.