ETV Bharat / city

ଆଜି ବିଶ୍ବକର୍ମା ପୂଜା - ବ୍ରହ୍ମାଣ୍ଡକର୍ତ୍ତା ବିଶ୍ବକର୍ମାଙ୍କ ପୂଜା

ଆଜି ବିଶ୍ବକର୍ତ୍ତା ବିଶ୍ବକର୍ମାଙ୍କ ପୂଜା । ବୈଷୟକ ଅନୁଷ୍ଠାନଗୁଡିକ ସହିତ ବିଭିନ୍ନ ସ୍ଥାନରେ ଆଜି ପୂଜା ପାଇବେ ବିଶ୍ବକର୍ତ୍ତା ।

ଫାଇଲ ଫଟୋ
author img

By

Published : Sep 17, 2019, 8:10 AM IST

Updated : Sep 17, 2019, 8:35 AM IST

ହାଇଦ୍ରାବାଦ: ସମଗ୍ର ବିଶ୍ବର ସୃଷ୍ଟି କର୍ତ୍ତା ବିଶ୍ବକର୍ମା । ପ୍ରଭୁ ବ୍ରହ୍ମାଙ୍କ ଅଂଶ ହେଉଛନ୍ତି ବିଶ୍ବକର୍ମା । କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ନିର୍ମାଣର ସେ ଦେବତା । ଆଜି ସେହି ବିମାନ ରଥ, ଆୟୁଧ ଓ ଅସ୍ତ୍ରର ନିର୍ମାଣକର୍ତ୍ତାଙ୍କ ଚରାଣାରବିନ୍ଦରେ ଭକ୍ତିପୂତ ପୂଜାର୍ଚ୍ଚନା କରୁଛନ୍ତି ସାରା ଭାରତ ।

ଆଜି ସବୁଠି ପୂଜା ପାଉଛନ୍ତି ବିଶ୍ବକର୍ତ୍ତା ବିଶ୍ବକର୍ମା । ଦେବଶିଳ୍ପୀ ବିଶ୍ବକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ବିଭିନ୍ନ ସ୍ଥାନରେ ସୃଷ୍ଟିକର୍ତ୍ତାଙ୍କୁ ପୂଜା କରାଯିବା ସହ ଶିଳ୍ପର ବିକାଶ ପ୍ରାର୍ଥନା ଚାଲିଛି । ଭୁବନେଶ୍ବର, ରାଉରକେଲା, ତାଳଚେର, ପାରାଦ୍ବୀପ ଓ ଅନୁଗୋଳ ସମେତ ବିଭିନ୍ନ ସହରରେ ବିଶ୍ବକର୍ମା ପୂଜା ଆରମ୍ଭ ହୋଇଯାଇଛି ।

ବିଶ୍ବକର୍ମା ହେଉଛନ୍ତି ବୈଦିକ ଦେବତା । ଋଗବେଦ ଅନୁସାରେ ବିଶ୍ବକର୍ମା ହେଉଛନ୍ତି ବିଶ୍ବର ଦୈବୀଯନ୍ତ୍ରୀ । ଉପନିଷେଦ ଅନୁୟାୟୀ ‘ବ୍ରାହ୍ମଣ’ ଏବଂ ‘ପୁରୁଷ’ ଚିନ୍ତାଧାରାର ପ୍ରବର୍ତ୍ତକ ମଧ୍ୟ ହେଉଛନ୍ତି ବିଶ୍ବକର୍ମା ।

Intro:Body:

BLANK FOR LINK 

Conclusion:
Last Updated : Sep 17, 2019, 8:35 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.