ETV Bharat / city

Odisha Corona Report: ଦିନକରେ ଚିହ୍ନଟ ହେଲେ ୧୮୯ ଆକ୍ରାନ୍ତ

author img

By

Published : Dec 5, 2021, 11:11 AM IST

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୧୮୯ ନୂଆ ସଂକ୍ରମିତ । ସେଥିମଧ୍ୟରୁ ୨୫ ଜଣ ୧୮ ବର୍ଷରୁ କମ୍ ବୟସର ଥିବା ସୂଚନା । ଅଧିକ ପଢନ୍ତୁ

Odisha Corona Report: ଦିନକରେ ଚିହ୍ନଟ ହେଲେ ୧୮୯ ଆକ୍ରାନ୍ତ
Odisha Corona Report: ଦିନକରେ ଚିହ୍ନଟ ହେଲେ ୧୮୯ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ସଂକ୍ରମଣ ( Odisha Corona Report) । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୧୮୯ ନୂଆ ସଂକ୍ରମିତ । ସେଥିମଧ୍ୟରୁ ୨୫ ଜଣ ୧୮ ବର୍ଷରୁ କମ୍ ବୟସର ଥିବା ସୂଚନା । ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୧୩ଜଣ କ୍ବାରେଣ୍ଟାଇନ ଏବଂ ୭୬ ଜଣ ସ୍ଥାନୀୟ ସଂକ୍ରମଣ ମାମଲା ରହିଛି ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୨, ବାଲେଶ୍ବରରୁ ୩, ବରଗଡରୁ ୧, ଭଦ୍ରକରୁ ୧, କଟକରୁ ୯, ଦେବଗଡରୁ ୨, ଢେଙ୍କାନାଳରୁ ୩, ଗଜପତିରୁ ୨,ଗଞ୍ଜାମରୁ ୩, ଜଗତସିଂହପୁରରୁ ୨, କେନ୍ଦ୍ରାପଡାରୁ ୩, ମୟୂରଭଞ୍ଜରୁ ୧୩, ପୁରୀରୁ ୨, ସମ୍ବଲପୁରରୁ ୧୨, ସୋନପୁରରୁ ୧, ସୁନ୍ଦରଗଡରୁ ୧୨ ଓ ଷ୍ଟେଟ ପୋଲରୁ ୧୯ଜଣ ସଂକ୍ରମଣ ମାମଲା ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୦ ହଜାର ୨୪୯ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.