ETV Bharat / city

Odisha Corona Report: ଦିନକରେ ୧୫୬ ନୂଆ ସଂକ୍ରମିତ

author img

By

Published : Dec 28, 2021, 11:39 AM IST

ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୫୬ ଜଣ ନୂଆ ସଂକ୍ରମିତ । ଏହାକୁ ମିଶାଇ ଓଡିଶାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୪,୧୬୦ରେ ପହଞ୍ଚିଛି । ଅଧିକ ପଢନ୍ତୁ

Odisha Corona Report: ଦିନକରେ ୧୫୬  ନୂଆ ସଂକ୍ରମିତ
Odisha Corona Report: ଦିନକରେ ୧୫୬ ନୂଆ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୫୬ ଜଣ ନୂଆ ସଂକ୍ରମିତ । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ ରହିଛନ୍ତି । ଏଥିସହ କ୍ବାରେଣ୍ଟାଇନ ସେଣ୍ଟରରୁ ୯୩ ଓ ୬୩ଟି ସ୍ଥାନୀୟ ସଂକ୍ରମଣ ମାମଲା ରହିଛି ।

ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୩ ଜଣ ରହିଛନ୍ତି । ସେହିପର ବାଲେଶ୍ବର ୫, ଭଦ୍ରକରୁ ୩, କଟକ ୬, ଢେଙ୍କାନାଳରୁ ୨, ଗଞ୍ଜାମ ୩, ଜଗତସିଂହପୁର ୨, ଯାଜପୁର ୫, ଝାରସୁଗୁଡା ୫, କେନ୍ଦୁଝର୪ , ମୟୂରଭଞ୍ଜ ୨, ନୟାଗଡ ୧, ପୁରୀରୁ ୫, ସମ୍ବଲପୁର ୩, ସୁନ୍ଦରଗଡରୁ ୫ଏବଂ ଷ୍ଟେଟପୁଲ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ରହିଛି ।ଏହାକୁ ମିଶାଇ ଓଡିଶାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୪,୧୬୦ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.