ETV Bharat / city

ଆଜି ରାଜ୍ୟରେ କୋରୋନା ଆରୋଗ୍ୟ 1297 - କୋରୋନା ଆରୋଗ୍ୟ

ରାଜ୍ୟରେ କୋରୋନା ଆରୋଗ୍ୟ 3 ଲକ୍ଷ ନିକଟତର । ସେପଟେ ରାଜ୍ୟରେ ସୋମବାର 1297 ଜଣ ଆରୋଗ୍ୟ ହୋଇଛନ୍ତି। ଅଧିକ ପଢନ୍ତୁ...

ରାଜ୍ୟରେ କୋରୋନା ଆରୋଗ୍ୟ 1297
ରାଜ୍ୟରେ କୋରୋନା ଆରୋଗ୍ୟ 1297
author img

By

Published : Nov 16, 2020, 9:08 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ଆରୋଗ୍ୟରେ 3 ଲକ୍ଷ ମାଇଲଖୁଣ୍ଟ ନିକଟତର ରହିଥିବାବେଳେ ରାଜ୍ୟରେ ସୋମବାର 1297 ଜଣ ଆରୋଗ୍ୟ ହୋଇଛନ୍ତି। ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 2,99,159ରେ ପହଁଚିଛି । ସେପଟେ ରାଜ୍ୟରେ ସୁସ୍ଥ ସଂଖ୍ୟା 3 ଲକ୍ଷ ନିକଟତର ରହିଛି ।

ସେହିପରି ଆଜି 30ଟି ଜିଲ୍ଲାରେ 1297 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ଖୋର୍ଦ୍ଧାରେ 264, ସୁନ୍ଦରଗଡରେ 126, କଟକରେ 110, ଅନୁଗୁଳରେ 142, ମୟୁରଭଞ୍ଜରେ 133, କଟକରେ 111, ବାଲେଶ୍ୱରରେ 100, ଅନୁଗୁଳରେ 76, ସୁନ୍ଦରଗଡରେ 74, ଜଗତସିଂହପୁରରେ 67, କେନ୍ଦ୍ରାପଡାରେ 62, ପୁରୀରେ 52 ଜଣ ସୁସ୍ଥ ହୋଇଛନ୍ତି ।

ବଲାଙ୍ଗୀର ରେ 43, ବରଗଡ ରେ 40, କଳାହାଣ୍ଡି ରେ 37, ସମ୍ବଲପୁର ରେ 36, କେନ୍ଦୁଝରରେ 34, ଭଦ୍ରକ ରେ 32, ନୂଆପଡା ରେ 32, ଯାଜପୁରର ରେ 30, ନବରଙ୍ଗପୁର ରେ 30, ଢେଙ୍କାନାଳରେ 20, କୋରାପୁଟ ରେ 18,କନ୍ଧମାଳ ରେ 18, ନୟାଗଡ ରେ 15, ଗଂଜାମ ରେ 14, ଝାରସୁଗୁଡ଼ାରେ 14, ମାଲକାନଗିରିରେ 10, ବୌଦ୍ଧରେ 7 ଗଜପତିରେ 7, ସୋନପୁରରେ 5, ଦେଓଗଡରେ 4 ରାୟଗଡା ରେ 4, ଓ ଷ୍ଟେଟ ପୋଲରୁ 30 ଜଣ ଆରୋଗ୍ୟ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.