ETV Bharat / city

ଆଜି ରାଜଧାନୀରେ 91 ଆକ୍ରାନ୍ତ ଚିହ୍ନଟ, 228 ସୁସ୍ଥ - କୋରୋନା ଭାଇରସ ଲକ୍ଷଣ

ସୋମବାର ରାଜଧାନୀରୁ 91 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି 228 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ଭୁବନେଶ୍ବରରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 28 ହଜାର ପାର କଲା । ଅଧିକ ପଢନ୍ତୁ...

ଆଜି ରାଜଧାନୀରେ 91 ଆକ୍ରାନ୍ତ ଚିହ୍ନଟ,228 ସୁସ୍ଥ

author img

By

Published : Oct 26, 2020, 7:26 PM IST

ଭୁବନେଶ୍ବର: ରାଜଧାନ ଆକ୍ରାନ୍ତଙ୍କ ସଂଖ୍ୟା 28 ହଜାର ପାର କରିଥିବା ବେଳେ ଆଜି 91 ଜଣ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ରାଜଧାନୀରେ ଆଜି 228 ଜଣ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ବରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 28 ଚିହ୍ନଟ କରାଯାଇଥିବା ବେଳେ ଲୋକାଲ ସଂକ୍ରମଣ 63 ଚହ୍ନଟ କରାଯାଇଛି । ତେବେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି । ଏପଟେ ଭୁବନେଶ୍ବରରେ ମୋଟ ମୃତକଙ୍କ ସଂଖ୍ୟା 154 ଛୁଇଁଛି । ହୋମ କ୍ଵାରେଣ୍ଟାଇନରେ 28 ଙ୍କ ମାଧ୍ୟମରେ 3 ଜଣ ନୟାପଲ୍ଲୀ, 2 ଜଣ ଜଗନ୍ନାଥ ନଗର, 2 ଜଣ ପଳାସପଲ୍ଲୀ, 2 ଜଣ ପୋଖରିପୁଟ, 2 ଜଣ ତାଙ୍କପାଣି ରୋଡ଼, 3 ଜଣ ୟୁନିଟ 6 ଅଂଚଳର ଚିହ୍ନଟ ହୋଇଛନ୍ତି । ସେହିପରି ସ୍ଥାନୀୟ ସଂକ୍ରମଣ 63 ଜଣ ମଧ୍ୟରୁ 3 ଜଣ ଖଣ୍ଡଗିରି, 2 ଜଣ ଜଗନ୍ନାଥ ନଗର, 4 ଜଣ ଚିନ୍ତାମାନିଶ୍ବର, 5 ଜଣ ଚନ୍ଦ୍ରଶେଖରପୁର, 5 ଜଣ ମଞ୍ଚେଶ୍ବର, 7 ଜଣ ନୟାପଲ୍ଲୀ, 6 ଜଣ ଓଲଡ଼ଟାଉନ, 5 ଜଣ ପଟିଆ, 7 ଜଣ ଶୈଳଶ୍ରୀ ବିହାର, 2 ଜଣ ୟୁନିଟ 1 ଅଞ୍ଚଲର ଚିହ୍ନଟ ହୋଇଛନ୍ତି ।

ତେବେ ଭୁବନେଶ୍ବରରେ ମୋଟ 28694 ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ 26377 ଜଣ ସୁସ୍ଥ ହୋଇଫେରିଛନ୍ତି । ସେହିପରି ରାଜଧାନୀରେ 2142 ଜଣ ସକ୍ରିୟ ରହିଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ 154 ଜଣଙ୍କ ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.