ETV Bharat / city

ଆଜି 338 କୋରୋନା ଆକ୍ରାନ୍ତ ସୁସ୍ଥ

ଆଜି 30ଟି ଜିଲ୍ଲାରେ 338 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କୋରୋନା ଆରୋଗ୍ୟ ସଂଖ୍ୟା 3 ଲକ୍ଷ 21 ହଜାର 647 ଛୁଇଁଛି ।

ଆଜି 338 କୋରୋନା ଆକ୍ରାନ୍ତ ସୁସ୍ଥ
ଆଜି 338 କୋରୋନା ଆକ୍ରାନ୍ତ ସୁସ୍ଥ
author img

By

Published : Dec 20, 2020, 7:59 PM IST

ଭୁବନେଶ୍ବର: ରାଜ୍ୟରେ ଆଜି(ରବିବାର) କୋରୋନାରେ ଆରୋଗ୍ୟ ହେଲେ 338 ଜଣ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ କୋରୋନା ଆରୋଗ୍ୟ ସଂଖ୍ୟା 3 ଲକ୍ଷ 21 ହଜାର 647 ଛୁଇଁଛି ।

ଆଜି 30ଟି ଜିଲ୍ଲାରେ 338 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ଖୋର୍ଦ୍ଧାରେ 49, ସୁନ୍ଦରଗଡରୁ 36, ଭଦ୍ରକରୁ 21, କଟକରେ 21, ବାଲେଶ୍ବରରୁ 20, ଅନୁଗୁଳରେ 18, ମୟୁରଭଞ୍ଜରେ 18, ବରଗଡରେ 17, କଳାହାଣ୍ଡିରେ 15, ପୁରୀରେ 15 ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି ଝାରସୁଗୁଡ଼ାରେ 14, ନୂଆପଡାରେ 12, ସମ୍ବଲପୁରରେ 10, ଯାଜପୁର ଓ କେନ୍ଦୁଝରରୁ 9, ଜଗତସିଂହପୁରରେ 8, ବଲାଙ୍ଗୀର ଓ ଗଞ୍ଜାମରେ 6, କେନ୍ଦ୍ରାପଡାରେ 5, ଦେଓଗଡ, ଢେଙ୍କାନାଳ ଓ ରାୟଗଡାରେ 3, କୋରାପୁଟ , ନବରଙ୍ଗପୁର ଓ ନୟାଗଡରୁ 2, ସୋନପୁରରୁ ଜଣେ, ଷ୍ଟେଟ ପୋଲ 13 ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.