ETV Bharat / city

କିଶୋରଙ୍କ ପାଇଁ 945ଟି ସ୍ଵତନ୍ତ୍ର କେନ୍ଦ୍ରରେ ହେବ ଟୀକାକାରଣ

author img

By

Published : Jan 4, 2022, 4:49 PM IST

ଗତକାଲିଠୁ(ସୋମବାର) 15 ରୁ 18 ବର୍ଷ ବୟସ୍କଙ୍କୁ ଟୀକାକରଣ ଆରମ୍ଭ ହୋଇଛି। 939 ସ୍ବତନ୍ତ୍ର ଟୀକାକରଣ କେନ୍ଦ୍ରରେ ଟୀକାକାରଣ ଚାଲିଥିବାବେଳେ ଆଉ 945 ଟି ସ୍ଵତନ୍ତ୍ର ଟୀକାକରଣ କେନ୍ଦ୍ର ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

କିଶୋରଙ୍କ ପାଇଁ 945 ଟି ସ୍ଵତନ୍ତ୍ର କେନ୍ଦ୍ରରେ ହେବ ଟୀକାକାରଣ

ଭୁବନେଶ୍ବର: ଗତକାଲିଠୁ(ସୋମବାର) 15 ରୁ 18 ବର୍ଷ ବୟସ୍କଙ୍କୁ ଟୀକାକରଣ ଆରମ୍ଭ ହୋଇଛି। ଅନଲାଇନରେ ଏବଂ ଅନ ସ୍ପଟରେ 80 ହଜାର 129 ଜଣ କିଶୋର ଟିକା ନେଇଛନ୍ତି । 939 ସ୍ବତନ୍ତ୍ର ଟୀକାକରଣ କେନ୍ଦ୍ରରେ ଟୀକାକାରଣ ଚାଲିଛି । ଏହାଛଡ଼ା କିଶୋରଙ୍କ ପାଇଁ ଆଉ 945ଟି ସ୍ଵତନ୍ତ୍ର ଟୀକାକରଣ କେନ୍ଦ୍ର ହେବ। ତେବେ ଟିକାର ଫାଷ୍ଟ ଡୋଜ ନେବା ପାଇଁ 31 ଲକ୍ଷ ହିତାଧିକାରୀ ବାକି ଅଛନ୍ତି । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଏପଟେ ୟୁନିଟ-1 ସରକାରୀ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ସଙ୍ଗୀତା ପଣ୍ଡା କହିଛନ୍ତି ଯେ ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗକୁ 15 ରୁ18 ବର୍ଷର ପିଲାଙ୍କର ତଥ୍ୟ ଦିଆହେଇଛି। ଯଦି ସ୍ବାସ୍ଥ୍ୟ ବିଭାଗରେ ସ୍କୁଲରେ ଟୀକାକାରଣ ପାଇଁ କ୍ୟାମ୍ପ ହୁଏ, ତେବେ ଅନେକ ପିଲା ମଧ୍ୟ ଉପକୃତ ହେବେ ବୋଲି ସୁଶ୍ରୀ ସଙ୍ଗୀତା କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.