ETV Bharat / city

ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ଲାଗୁ ହେବନି ଲକଡାଉନ-ସଟଡାଉନ ନିୟମ

author img

By

Published : Aug 29, 2020, 10:23 AM IST

Updated : Aug 29, 2020, 8:49 PM IST

ପରୀକ୍ଷା ସମୟରେ ସଟଡାଉନ୍ ନିୟମରେ କୋହଳ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆଗାମୀ ଜେଇଇ ଓ ନିଟ୍ ପରିକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ସେପ୍ଟେମ୍ବର ୧ ରୁ ୬ ତାରିଖ ମଧ୍ୟରେ ହେବାକୁ ଥିବା ଏହି ପରୀକ୍ଷା ପାଇଁ କୈଣସି ସହରରେ ଲକଡାଉନ କି ସଟଡାଉନ୍ ଲଗାଯିବା ନାହିଁ ।

ଜେଇଇ ଓ ନିଟ୍ ପରୀକ୍ଷା, ରାଜ୍ୟରେ ଲାଗୁ ହେବନି ଲକଡାଉନ ଓ ସଟଡାଉନ ନିୟମ

ଭୁବନେଶ୍ବର: ପରୀକ୍ଷା ସମୟରେ ସଟଡାଉନ୍ ନିୟମରେ କୋହଳ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆଗାମୀ ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

ସେପ୍ଟେମ୍ବର ୧ ରୁ ୬ ତାରିଖ ମଧ୍ୟରେ ହେବାକୁ ଥିବା ଏହି ପରିକ୍ଷା ପାଇଁ କୈଣସି ସହରରେ ଲକଡାଉନ କି ସଟଡାଉନ୍ ଲଗାଯିବା ନାହିଁ । ଏହାସହ ପରିକ୍ଷା ପାଇଁ ଆସୁଥିବା ଛାତ୍ରଛାତ୍ରୀ ଓ ଅନ୍ୟ ଷ୍ଟାଫ ମାନଙ୍କୁ ଏସକଟ୍ କରି ନବା ଆଣିବା କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ର ମାନଙ୍କରେ ସମସ୍ତ କୋରୋନା ନିୟମ ପାଳନ କରିବା ସହ ଅନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ହଲ ଗୁଡିକରେ ସିସିଟିଭି ଆଦି ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଜେଇଇ ଓ ନିଟ୍ ପରୀକ୍ଷା, ରାଜ୍ୟରେ ଲାଗୁ ହେବନି ସଟଡାଉନ ନିୟମ

ପରୀକ୍ଷା କେନ୍ଦ୍ର ପରିଚାଳନା ଦାଇତ୍ଵରେ ଥିବା କର୍ତ୍ତୃପକ୍ଷ ମାନେ ସମସ୍ତ କୋଭିଡ୍ ନିୟମକୁ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଥା ମାସ୍କ ,ସାନିଟାଇଜ ବ୍ୟବହାର ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ରହିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Aug 29, 2020, 8:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.