ETV Bharat / city

12ରୁ ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ, ପୁଣି ହେବ କୋଭିଡ ଟେଷ୍ଟ - Budget Session

ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ପୂର୍ବରୁ ପୁଣି ହେବ କୋଭିଡ ଟେଷ୍ଟ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅଧିକ ପଢନ୍ତୁ...

ବିଧାନସଭା
ବିଧାନସଭା
author img

By

Published : Mar 9, 2021, 11:51 AM IST

Updated : Mar 9, 2021, 1:18 PM IST

ଭୁବନେଶ୍ବର: ମାର୍ଚ୍ଚ 12 ତାରିଖରୁ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଏହା ପୂର୍ବରୁ ସବୁ ବିଧାୟକଙ୍କ କୋଭିଡ ଟେଷ୍ଟ ହେବ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ବିଧାନସଭା ଅଧିବେଶନ

ଆଣ୍ଟିଜେନ ଟେଷ୍ଟ କରାଯିବ । ଦୁଇ ଘଣ୍ଟା ମଧ୍ୟରେ ସମସ୍ତଙ୍କୁ ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି । ତେବେ ଯେଉଁମାନଙ୍କର ନେଗେଟିଭ୍ ରିପୋର୍ଟ ଆସିବ ସେମାନଙ୍କୁ ବିଧାନସଭାକୁ ଯିବାକୁ ଅନୁମତି ଦିଆଯିବ ବୋଲି ସେ ଦର୍ଶାଇଛନ୍ତି ।

ସୂଚନାଥାଉକି, ମାର୍ଚ୍ଚ 12 ତାରିଖରୁ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Mar 9, 2021, 1:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.