ETV Bharat / city

ମଠ ମନ୍ଦିର ଭଙ୍ଗା ହେଲେ କିଛି ଅସୁବିଧା ନାହିଁ: ବିଜେଡି ବିଧାୟକ - ମଠ ମନ୍ଦିର ଭଙ୍ଗା ହେଲେ କିଛି ଅସୁବିଧା ନାହିଁ

ବିଜେଡି ବିଧାୟକ ଭାଗିରଥୀ ସେଠୀଙ୍କ ବିତଣ୍ଡା ଯୁକ୍ତି । ପୁରୀ ଧାମକୁ ଯେତିକି ପୁରାତନ ମଠ ଅବରୋଧ କରି ରଖିଥିଲେ, ସେଗୁଡିକୁ ସରକାର ଭାଙ୍ଗି ନୂତନ ସ୍ଥାନ ନିରୂପଣ କରି ତିଆରି କରୁଛନ୍ତି । ଯଦି ଆପଣଙ୍କ ଘର ଆଗରେ ବେଆଇନ ଭାବେ ମଠ ଅଛି । ପୁରୀ ଧାମକୁ କୋଟି କୋଟି ଶ୍ରଦ୍ଧାଳୁ ଆସୁଛନ୍ତି । ତାଙ୍କର ସୁବିଧା ପାଇଁ ସରକାର କରୁଛନ୍ତି ବୋଲି କହିଛନ୍ତି ଭାଗୀରଥି । ଅଧିକ ପଢନ୍ତୁ

ବିଜେଡି ବିଧାୟକ
ବିଜେଡି ବିଧାୟକ
author img

By

Published : May 27, 2022, 5:30 PM IST

ଭୁବନେଶ୍ବର: ବିଜେଡି ବିଧାୟକ ଭାଗିରଥୀ ସେଠୀଙ୍କ ବିତଣ୍ଡା ଯୁକ୍ତି । ପୁରୀ ଧାମକୁ ଯେତିକି ପୁରାତନ ମଠ ଅବରୋଧ କରି ରଖିଥିଲେ, ସେଗୁଡିକୁ ସରକାର ଭାଙ୍ଗି ନୂତନ ସ୍ଥାନ ନିରୂପଣ କରୁଛନ୍ତି । ଯଦି ଆପଣଙ୍କ ଘର ଆଗରେ ବେଆଇନ ଭାବେ ମଠ ଅଛି । ପୁରୀ ଧାମକୁ କୋଟି କୋଟି ଶ୍ରଦ୍ଧାଳୁ ଆସୁଛନ୍ତି । ତାଙ୍କର ସୁବିଧା ପାଇଁ ସରକାର କରୁଛନ୍ତି ବୋଲି କହିଛନ୍ତି ଭାଗୀରଥି ।

ମଠ ମନ୍ଦିର ଭଙ୍ଗା ହେଲେ କିଛି ଅସୁବିଧା ନାହିଁ:ବିଜେଡି ବିଧାୟକ

ଯଦି ଆମେ ରାସ୍ତା ଅବରୋଧ କରି ମଠରେ ବସିବା ସେଇଟା କଣ ଠିକ କି ? ତେଣୁ ମଠ ଭାଙ୍ଗିବାରେ କୌଣସି ଅସୁବିଧା ନାହିଁ । ରାଜନୀତି ଠିକ ନୁହେଁ । ଜଗନ୍ନାଥ ସାରା ବିଶ୍ବର ଠାକୁର । ବିଜେପିର ବିରୋଧ ଠିକ ହେଉନାହିଁ । ସମସ୍ତେ ଏକ ହୋଇ କେମିତି ଜଗନ୍ନାଥ ଧାମର ଉନ୍ନତି ହେବ, ସାରା ବିଶ୍ବରେ ଆଦୃତ କେମିତି ହେବ ସମସ୍ତେ ଚେଷ୍ଟା କରିବା ଉଚିତ । ଏ ସବୁ ରାଜନୈତିକ ଫାଇଦା ନେବା ପାଇଁ ବିରୋଧ ହେଉଛି । ଆଉ କୌଣସି ମତଲବ ନାହିଁ । ସେମାନେ ବେଆଇନ କହୁଛନ୍ତି କହୁଛନ୍ତି ବୋଲି କହିଛନ୍ତି ।

ଭାଗିରଥୀ ଯୁକ୍ତି ବାଢି କହିଛନ୍ତି ହାଇକୋର୍ଟ କ୍ଲିୟରାନ୍ସ ଦେଲେ । କିଛି ବେଆଇନ ହେଉନାହିଁ । ଏଏସଆଇ ବେଆଇନ ବୋଲି କହି ନାହିଁ । ତେଣୁ ପୁରୀ ଧାମରେ ଚାଲିଥିବା ନିର୍ମାଣ କାମ ନିୟମ ମୁତାବକ ହେଉଛି । ରାଜନୈତିକ ଫାଇଦା ଅନ୍ୟ ସ୍ଥାନରୁ ନିଅନ୍ତୁ । କିନ୍ତୁ ଜଗନ୍ନାଥଙ୍କ କାମରେ କାହିଁକି ବିରୋଧୀ ରାଜନୀତି କରୁଛନ୍ତି । ଶଙ୍କରାଚାର୍ଯ୍ୟ ଯାହା କହିଛନ୍ତି ସେଇଟା ତର୍ଜମା କରନ୍ତୁ । ଯେତିକି ପର୍ଯ୍ୟଟନ ସ୍ଥଳୀ ରହିଛି, ସେଠି କିଛି ନଷ୍ଟ କରାଯାଉନାହିଁ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.