ETV Bharat / city

‘ଓଡିଶାକୁ ପଙ୍ଗପାଳ ଆସିବା ସମ୍ଭାବନା କମ’

author img

By

Published : Jun 1, 2020, 1:46 PM IST

ମୌସୁମୀ ଓ ପବନର ଦିଗ ଉପରେ ପଙ୍ଗପାଳ ଆସିବା ନିର୍ଭୟ କରେ । ଏପରିକି ଓଡିଶାକୁ ପଙ୍ଗପାଳ ଆସିବା ସମ୍ଭାବନା ଖୁବ କମ ବୋଲି କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ ମୁଥ୍ୟୁ କୁମାର ପ୍ରକାଶ କରିଛନ୍ତି । ପଙ୍ଗପାଳ ଆକ୍ରମଣକୁ ନେଇ କୃଷି ଭବନରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ସେ ଏହା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

‘ଓଡିଶାକୁ ପଙ୍ଗପାଳ ଆସିବା ସମ୍ଭାବନା କମ’
‘ଓଡିଶାକୁ ପଙ୍ଗପାଳ ଆସିବା ସମ୍ଭାବନା କମ’

ଭୁବନେଶ୍ବର: ମୌସୁମୀ ଓ ପବନର ଦିଗ ଉପରେ ପଙ୍ଗପାଳ ଆସିବା ନିର୍ଭୟ କରେ । ଏପରିକି ଓଡିଶାକୁ ପଙ୍ଗପାଳ ଆସିବା ସମ୍ଭାବନା ଖୁବ କମ ବୋଲି କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ ମୁଥ୍ୟୁ କୁମାର ପ୍ରକାଶ କରିଛନ୍ତି । ପଙ୍ଗପାଳ ଆକ୍ରମଣକୁ ନେଇ କୃଷି ଭବନରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ସେ ଏହା ପ୍ରକାଶ କରିଛନ୍ତି ।

‘ଓଡିଶାକୁ ପଙ୍ଗପାଳ ଆସିବା ସମ୍ଭାବନା କମ’

ପଙ୍ଗପାଳ ମୁକାବିଲା କରିବାକୁ ବ୍ଲକସ୍ତରୀୟ ଅଫିସରମାନଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଅଫିସରମାନେ କେଉଁ ଅଞ୍ଚଳରେ ରେ ପଙ୍ଗପାଳ ଆସିବାର ସମ୍ଭାବନା ଅଛି ତାହା ସର୍ଭେ କରିବେ । । ସେମାନଙ୍କୁ କିପରି ନିୟନ୍ତ୍ରିତ କରାଯିବ ତାହା ମଧ୍ୟ ଟ୍ରେନିଂ ଦିଆଯାଇଛି । ଏହା ସହ ଜିଲ୍ଲାସ୍ତରୀୟ ଏକ ମନିଟରିଂ କମିଟି ଗଠନ କରାଯାଇଛି । ଏ ସଂପର୍କିତ ଏକ ଚିଠି ଜିଲ୍ଲାପାଳମାନଙ୍କୁ ଦିଆଯାଇଛି । ଏହା ସହ ଟେକ୍ନିକାଲ ଇନପୁଟ୍ ନିଆଯାଇଛି । ଯାହା ପାଇଁ ଭୁବନେଶ୍ବର ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ଇଣ୍ଟିଗ୍ରେଟେଡ ମ୍ୟାନେଜମେଣ୍ଟ ସେଣ୍ଟର ଓ NRRIଠାରୁ ଟେକ୍ନିକାଲ ସପୋର୍ଟ ନିଆଯାଉଛି ବୋଲି କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ କହିଛନ୍ତି ।

ପଙ୍ଗପାଳ ମାନଙ୍କ ପାଇଁ ପୂର୍ବରୁ ପ୍ରସ୍ତୁତି କରାଯାଇଛି ବୋଲି କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ କହିଛନ୍ତି । ମୌସୁମୀ ଓ ପବନର ଦିଗ ଅନୁସାରେ ପଙ୍ଗପାଳ ଓଡିଶା ଆସିବ କି ନାହିଁ ଜଣାପଡିବ । ତେବେ ପଙ୍ଗପାଳ ଆସିବାର ସମ୍ଭାବନା କମ । ତଥାପି ଆମେ ମୁକାବିଲା ପାଇଁ ପ୍ରସ୍ତୁତ ରହିଛୁ । ଏଥିପାଇଁ କୃଷକମାନଙ୍କୁ ନେଇ ଏକ ହ୍ଵାଟ୍ସଆପ ଗ୍ରୁପ କରାଯାଇଛି ବୋଲି କହିଛନ୍ତି କୃଷି ନିର୍ଦ୍ଦେଶକ ଏମ ମୁଥ୍ୟୁ କୁମାର ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.