ETV Bharat / city

State Vaccination: ରାଜ୍ୟରେ 5 କୋଟି ଟୀକାକରଣ

author img

By

Published : Dec 31, 2021, 9:49 PM IST

ଓଡିଶା 5 କୋଟି କୋରୋନା ଟୀକାକରଣ ମାଇଲଖୁଣ୍ଟ ହାସଲ କରିଛି । ରାଜ୍ୟର କୋରୋନା ୱାରିୟର୍ସ, ହେଲଥ କେୟାର ଏବଂ ଫ୍ରଣ୍ଟଲାଇନ ୱାର୍କର୍ସଙ୍କୁ ସାଧୁବାଦ ଜଣାଇଛି ସ୍ୱାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

State Vaccination:  ରାଜ୍ୟରେ 5 କୋଟି ଟୀକାକରଣ
State Vaccination: ରାଜ୍ୟରେ 5 କୋଟି ଟୀକାକରଣ

ଭୁବନେଶ୍ବର: ରାଜ୍ୟରେ 5 କୋଟି କୋଭିଡ ଟୀକାକରଣ ମାଇଲଖୁଣ୍ଟ ହାସଲ କରିଛି । ରାଜ୍ୟର କୋରୋନା ୱାରିୟର୍ସ, ହେଲଥ କେୟାର ଏବଂ ଫ୍ରଣ୍ଟଲାଇନ ୱାର୍କର୍ସଙ୍କୁ ଧନ୍ୟବାଦ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ପ୍ରଥମ ଡୋଜ 2 କୋଟି 92 ଲକ୍ଷ 30 ହଜାର 833 ନେଇଥିବା ବେଳେ ଦ୍ୱିତୀୟ ଡୋଜ ନେଲେଣି 2 କୋଟି 7 ଲକ୍ଷ 89 ହଜାର 167 ।

2 କୋଟି 46 ଲକ୍ଷ 83 ହଜାର 749 ଟିକା ପୁରୁଷ ନେଇଥିବା ବେଳେ ମହିଳା ନେଇଛନ୍ତି 2 କୋଟି 53 ଲକ୍ଷ 24 ହଜାର 455 ଟିକା ।

କୋଭିସିଲଡ଼ ଟିକା ନେଇଛନ୍ତି 4 କୋଟି 4 ଲକ୍ଷ 71 ହଜାର 494 ଓ କୋଭାକ୍ସିନ ଟିକା ନେଇଛନ୍ତି 55 ଲକ୍ଷ 42 ହଜାର 57 । 18 ବର୍ଷରୁ 44 ବର୍ଷ ପର୍ଯ୍ୟନ୍ତ 2 କୋଟି 88 ଲକ୍ଷ 86 ହଜାର 32, 45 ରୁ 60 ବର୍ଷ ପର୍ଯ୍ୟନ୍ତ 1 କୋଟି 29 ଲକ୍ଷ 45 ହଜାର 197 ଏବଂ 60 ବର୍ଷରୁ ଉର୍ଦ୍ଧ୍ବ ଟିକା ନେଇଛନ୍ତି 81 ଲକ୍ଷ 88 ହଜାର 769 ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.