ETV Bharat / city

ରାଜ୍ୟରେ ରେକର୍ଡ ସଂଖ୍ୟକ ୮ ଲକ୍ଷ ୪୫ ହଜାର ୯୩୧ ମେଟ୍ରିକ ଟନ ଧାନ ସଂଗ୍ରହ

କୋଭିଡ କଟକଣା ସତ୍ତ୍ବେ ରାଜ୍ୟର ଚାଷୀଙ୍କ ଠାରୁ ରେକର୍ଡ ସଂଖ୍ୟକ ୮ ଲକ୍ଷ ୪୫ ହଜାର ୯୩୧ ମେଟ୍ରିକ ଟନ ଧାନ ସଂଗ୍ରହ । ଅଧିକ ପଢନ୍ତୁ...

author img

By

Published : Jun 7, 2021, 12:44 PM IST

ରାଜ୍ୟରେ ରେକର୍ଡ ସଂଖ୍ୟକ ୮ ଲକ୍ଷ ୪୫ ହଜାର ୯୩୧ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ

ଭୁବନେଶ୍ବର: ରାଜ୍ୟରେ ଧାନ କିଣାକୁ ନେଇ ହେଉ ଅବା ଟୋକନ୍ ବଣ୍ଟନ ବ୍ୟବସ୍ଥାକୁ ନେଇ ବିଭିନ୍ନ ସମୟରେ ଚାଷୀଙ୍କ ମଧ୍ୟରେ ଘୋର ଅସନ୍ତାେଷ ଦେଖାଦେଇଥିଲା ।

କୋରୋନା କଟକଣା ଯୋଗୁଁ ରାଜ୍ୟରେ ଦୀର୍ଘଦିନ ଧରି ଚାଷୀଙ୍କ ଠାରୁ ଧାନ କିଣା ନେଇ ବିଭିନ୍ନ ସମସ୍ୟା ଲାଗି ରହିଥିଲେ ସୁଦ୍ଧା ରାଜ୍ୟର ୧୭ଟି ଜିଲ୍ଲାରୁ ମୋଟ ୮ ଲକ୍ଷ ୪୫ ହଜାର ୯୩୧ ମେଟ୍ରିକ୍ ଟନ୍ ରବି ଧାନ ସଂଗ୍ରହ କରାଯାଇଛି । ଯାହାର ମୂଲ୍ୟ ୧୫୮୦.୨୦ କୋଟି ଟଙ୍କା ଅଟେ ।

ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଖାଉଟି ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.