ETV Bharat / city

ପ୍ରତିଘରେ ଅକ୍ସିଜେନ କନସେନଟ୍ରେଟର ପହଞ୍ଚାଇବେ ରାଜ୍ୟ ସରକାର

author img

By

Published : Jun 6, 2021, 8:10 PM IST

କୋରୋନା ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଘରେ ଘରେ ରୋଗୀଙ୍କୁ ମିଳିବ ଅକ୍ସିଜେନ କନସେନଟ୍ରେଟର । ଅଧିକ ପଢନ୍ତୁ...

ଘରେ ଘରେ ଅକ୍ସିଜେନ କନସେନଟ୍ରେଟର ପହଞ୍ଚାଇବେ ରାଜ୍ୟ ସରକାର

ଭୁବନେଶ୍ବର: କୋଭିଡ ସଂକ୍ରମିତଙ୍କ ଚିକିତ୍ସା ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ । ଘରେ ଘରେ ଅକ୍ସିଜେନ କନସେନଟ୍ରେଟର ପହଞ୍ଚାଇବା ଲାଗି ବ୍ୟବସ୍ଥା କରିଛନ୍ତି ସରକାର ।

ପ୍ରଥମ ପର୍ଯ୍ୟାୟରେ 5 ଟି ସହରରେ ଏହି ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ଭୁବନେଶ୍ବର, ବ୍ରହ୍ମପୁର, କଟକ, ରାଉରକେଲା ଏବଂ ସମ୍ବଲପୁର ସହରରେ ଏହି ସେବାର ଶୁଭାରମ୍ଭ ହୋଇଛି । ରାଜ୍ୟ କୋଭିଡ ଡାସବୋର୍ଡ https://statedashboard.odisha.gov.in/ ଏବଂ https://o2booking.sachetakapp.in ଲିଙ୍କରେ ଅକ୍ସିଜେନ କନସେନଟ୍ରେଟର ଅନଲାଇନ ବୁକିଙ୍ଗ ସୁବିଧା ଉପଲବ୍ଧ କରାଯାଇଛି ।

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଲୋକ ମାନଙ୍କ ଅମୂଲ୍ୟ ଜୀବନ ରକ୍ଷା କରିବାରେ ମହତ୍ଵପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଭୁବନେଶ୍ବର ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.