ETV Bharat / bharat

ଛୁଟିକୁ କରନ୍ତୁ ଖାସ୍‌, ରାମୋଜୀ ଫିଲ୍ମ ସିଟିରେ ନିଅନ୍ତୁ ୱିଣ୍ଟର ଫେଷ୍ଟ ମଜା - RAMOJI FILM CITY WINTER FEST

ରାମୋଜୀ ଫିଲ୍ମ ସିଟିରେ ଆରମ୍ଭ ହେବାକୁ ଯାଉଛି ଓ୍ବିଣ୍ଟର ଫେଷ୍ଟ ସେଲିବ୍ରେସନ । ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ରହିଛି ଭଳିକି ଭଳି ବ୍ୟବସ୍ଥା ।

RAMOJI FILM CITY WINTER FEST
RAMOJI FILM CITY WINTER FEST (ETV Bharat)
author img

By ETV Bharat Odisha Team

Published : 3 hours ago

ହାଇଦ୍ରାବାଦ: ବିଶ୍ୱର ସର୍ବବୃହତ ଫିଲ୍ମ ସିଟି 'ରାମୋଜୀ' ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଆଣିବାକୁ ଯାଉଛି ଶୀତକାଳୀନ ଉତ୍ସବ (ଓ୍ବିଣ୍ଟର ଫେଷ୍ଟ) ସେଲିବ୍ରେସନ । ଆସନ୍ତାକାଲି ଠୁ (ଡିସେମ୍ବର ୧୯)ରୁ ଜାନୁଆରୀ ୧୯ ପର୍ଯ୍ୟନ୍ତ ୩୦ ଦିନ ଧରି ଚାଲିବ ଓ୍ବିଣ୍ଟର ଫେଷ୍ଟ ସେଲିବ୍ରେସନ । ଏହି ସମୟରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଥିବା ବେଳେ ପର୍ଯ୍ୟଟକମାନେ ଭରପୁର ଉପଭୋଗ କରିପାରିବେ ।

RAMOJI FILM CITY WINTER FEST
RAMOJI FILM CITY WINTER FEST (ETV Bharat)

ନିଜ ସାଙ୍ଗ ସାଥି ଓ ପରିବାର ସହ ନୂଆବର୍ଷ ସେଲିବ୍ରେସନ କରନ୍ତୁ ରାମୋଜୀ ଫିଲ୍ମ ସିଟିର ଓ୍ବିଣ୍ଟର ଫେଷ୍ଟ ସହ । ସକାଳ ୯ଟାରୁ ସନ୍ଧ୍ୟା ୯ଟା ପର୍ଯ୍ୟନ୍ତ ଫିଲ୍ମସିଟିରେ ଏହା ଆୟୋଜିତ ହେବ । ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଭଳିକି ଭଳି କାର୍ଯ୍ୟକ୍ରମ ନେଇ ଆସିଛି ରାମୋଜି ଫିଲ୍ମ ସିଟି । ଓ୍ବିଣ୍ଟର ଫେଷ୍ଟ ସେଲିବ୍ରେସନକୁ ଭରପୁର ଉପଭୋଗ କରିପାରିବେ । ଗୀତ, ନାଚରେ, ମଜା ମଜଲିସରେ ଫିଲ୍ମ ସିଟି ସହ ଝୁମିବେ ପର୍ଯ୍ୟଟକ ।

ଓ୍ବିଣ୍ଟର ଫେଷ୍ଟ ସେଲିବ୍ରେସନ ହାଇଲାଇଟ୍ସ

ମ୍ୟୁଜିକାଲ ଗ୍ଲୋ ଗାର୍ଡେନ ଠୁ ନେଇ ମୋସନ କ୍ୟାପଚର ଓ ଭର୍ଚୁଆଲ ସୁଟ୍ ପର୍ଯ୍ୟନ୍ତ ଉପଭୋଗ କରିପାରିବେ । ମ୍ୟୁଜିକାଲ ଗ୍ଲୋ ଗାର୍ଡେନରେ ଆଲୋକ, ଶବ୍ଦ ଓ ପ୍ରକୃତିର ସମନ୍ବୟକୁ ଗୋଟିଏ ସ୍ଥାନରେ ଉପଭୋଗ କରିପାରିବେ । ‘ମୋସନ୍ କ୍ୟାପଚର ଏବଂ ଭର୍ଚୁଆଲ ସୁଟ୍’ର ସେଟ୍ ଭିତରକୁ ଯାଇ ଚମତ୍କାର ଡିଜିଟାଲ୍ ପରିବେଶକୁ ଉପଭୋଗ କରିପାରିବେ | ଯେଉଁଠାରେ ନୂତନ ଯୁଗର ଚଳଚ୍ଚିତ୍ର ନିର୍ମାଣ ଦୁନିଆ ଓ ସିନେମାଟିକ୍ ଯାଦୁ ଦେଖିପାରିବେ । ଆଉ ମଧ୍ୟ ଏହି ସମୟରେ କାର୍ନିଭାଲ ପରେଡର ବି ମଜା ଉଠାଇ ପାରିବେ । ଡିଜେ ନାଚ ଗୀତରେ ଝୁମିବା ପାଇଁ ବି ରହିଛି ବ୍ୟବସ୍ଥା ।

କଣ ଦେଖିବାକୁ ପାଇବେ

  1. ମ୍ୟୁଜିକାଲ ଗ୍ଲୋ ଗାର୍ଡେନ
  2. ମୋସନ୍ କ୍ୟାପଚର
  3. ଡିଜିଟାଲ୍ ପରିବେଶ ଉପଭୋଗ
  4. କାର୍ନିଭାଲ ପରେଡ

ରହିବା ପାଇଁ ମଧ୍ୟ ଆକର୍ଷଣୀୟ ପାକେଜ ପାଇପାରିବେ ପର୍ଯ୍ୟଟକ

ଓ୍ବିଣ୍ଟର ଫେଷ୍ଟର ମଜା ଉଠାଇବା ସହ ଏଠାରେ ରହିବା ପାଇଁ ଆକର୍ଷଣୀୟ ପ୍ୟାକେଜ ପାଇ ପାରିବେ । ଲକଜରୀ ହୋଟେଲରେ ରହିବା ପାଇଁ ଚାହୁଁଥିଲେ ହୋଟେଲ ସିତାରା ଆପଣଙ୍କୁ ସ୍ୱାଗତ ଜଣାଉଛି । ସେହିଭଳି କମ୍ପର୍ଟ ହୋଟେଲରେ ରହିବାକୁ ଇଚ୍ଛା ଥିଲେ 'ତାରା' ହୋଟେଲକୁ ବାଛି ପାରନ୍ତି । ଆପଣ ଯଦି ବଜେଟ ଫ୍ରେଣ୍ଡଲି କୌଣସି ହୋଟେଲରେ ରହିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି 'ବସୁଧାରା ଭିଲା ଫାର୍ମ ହାଉସ' । 'ଗ୍ରୀନ୍ସ ଇନ', ହୋଟେଲ 'ସାହାରା'ରେ ମଧ୍ୟ ଆପଣ ସୁବିଧାରେ ରହିପାରିବେ ।

କେଉଁଠି ରହିବେ ?

  1. ସିତାରା
  2. ତାରା
  3. ବସୁଧାରା ଭିଲା ଫାର୍ମ ହାଉସ
  4. ଗ୍ରୀନ୍ସ ଇନ
  5. ସାହାରା

ଏହାମଧ୍ୟ ପଢନ୍ତୁ...

ଗୁଜୁରାଟରେ ହେବ କି ନୂଆ ରାମୋଜି ଫିଲ୍ମ ସିଟି ? ମନ୍ତ୍ରୀ ମୁଲୁଭାଇ କହିଲେ... - Gujarat Minister Ramoji Film City

‘ରାମୋଜି ଏକାଡେମୀ ଅଫ ଫିଲ୍ମ’ ଆଣିଲା ଦେୟମୁକ୍ତ ଚଳଚ୍ଚିତ୍ର ନିର୍ମାଣ ପାଠ୍ୟକ୍ରମ, ବିଭିନ୍ନ ଭାଷାରେ ହେବ ଉପଲବ୍ଧ - Ramoji Academy of Movies

ରାମୋଜି ଫିଲ୍ମ ସିଟି କିମ୍ବା ଓ୍ବିଣ୍ଟର ଫେଷ୍ଟ ସେଲିବ୍ରେସନ ବିଷୟରେ ଅଧିକ ଜାଣିବା ପାଇଁ ଚାହୁଁଥିଲେ ଆପଣ www.ramojifilmcity.com ଭିଜିଟ କରନ୍ତୁ କିମ୍ବା 76598 76598 ନମ୍ବରରେ ଯୋଗାଯୋଗ କରନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.