ETV Bharat / city

ଅସହାୟଙ୍କ ସାହାରା ପାଲଟିଛି ପିପୁଲ୍ସ ଫୋରମ - People's Forum help to people

ଅସହାୟଙ୍କ ସାହାରା ପାଲଟିଛି ପିପୁଲ୍ସ ଫୋରମ । ତମାଣ୍ତୋରେ ରହିବା, ଖାଇବା ପାଇଁ କରାଯାଇଛି ବ୍ୟବସ୍ଥା । ଅଧିକ ପଢନ୍ତୁ...

The People's Forum has become a support for the helpless
ଅସହାୟଙ୍କ ସାହାରା ପାଲଟିଛି ପିପୁଲସ ଫୋରମ
author img

By

Published : Apr 12, 2020, 5:22 PM IST

ଭୁବନେଶ୍ବର : କୋରୋନା ପାଇଁ ଦେଶବ୍ୟାପୀ ଲକ ଡାଉନ । ଫଳରେ ଅସହାୟ ଲୋକେ ବିଭିନ୍ନ ପ୍ରକାର ହଇରାଣ ହରକତ ହେଉଛନ୍ତି । ଅନେକ ଗରିବ, ଅସହାୟ ଲୋକେ ଖାଉବାକୁ ମଧ୍ୟ ପାଉ ନାହାଁନ୍ତି । ଏମାନଙ୍କୁ ସହାୟତାର ହାତ ବଢାଇଛନ୍ତି ପିପୁଲ୍ସ ଫୋରମ । ରାଜଧାନୀ ଭୁବନେଶ୍ବରର ସମେତ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ରହି ଖାଇବାକୁ ହଇରାଣ ହେଉଥିବା ଲୋକମାନଙ୍କୁ ଉଦ୍ଧାର କରି ତମାଣ୍ଡୋ ଠାରେ ଥିବା ରିଲିଫ କ୍ୟାମ୍ପକୁ ନେଉଛନ୍ତି ।

ଅସହାୟଙ୍କ ସାହାରା ପାଲଟିଛି ପିପୁଲସ ଫୋରମ

ରିଲିଫ କ୍ୟାମ୍ପରେ ଅସହାୟଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଅନୁଷ୍ଠାନର ସଦସ୍ୟ । ରାଜ୍ୟ ସରକାରଙ୍କ ସହଯୋଗରେ ଏପରି ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ 50ରୁ ଅଧିକ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.