ETV Bharat / city

ରାଜ୍ୟରେ କମୁଛି କୋରୋନା ସଂକ୍ରମଣ, ଦିନକରେ 668 ଚିହ୍ନଟ - କୋରୋନା ଅପଡେଟ

ରାଜ୍ୟରେ ହ୍ରାସ ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 668 ନୂଆ ଆକ୍ରାନ୍ତଙ୍କ ସହ ମୋଟ ସଂକ୍ରମଣ ସଂଖ୍ୟା 3 ଲକ୍ଷ 14 ହଜାର 629କୁ ବୃଦ୍ଧି । ଅଧିକ ପଢନ୍ତୁ...

the number of corona infections in the state is 668 in last 24 hours
ରାଜ୍ୟରେ କମୁଛି କୋରୋନା ସଂକ୍ରମଣ, ଦିନକରେ 668 ଚିହ୍ନଟ
author img

By

Published : Nov 23, 2020, 12:08 PM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହ୍ରାସ ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ଦିନକରେ 668 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ 385 କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ 283 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ 46, ବାଲେଶ୍ବରରୁ 38, ବରଗଡରୁ 18, ଭଦ୍ରକରୁ 15, ବଲାଙ୍ଗୀରରୁ 28, ବୌଦ୍ଧରୁ 7, କଟକରୁ 37, ଦେବଗଡରୁ 2, ଢେଙ୍କାନାଳରୁ 6, ଗଜପତିରୁ 4, ଗଞ୍ଜାମରୁ 12 ଓ ଜଗତସିଂହପୁରରୁ 25 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ 18, ଝାରସୁଗୁଡାରୁ 23, କଳାହାଣ୍ଡିରୁ 11, କନ୍ଧମାଳରୁ 3, କେନ୍ଦ୍ରାପଡାରୁ 21, କେନ୍ଦୁଝରରୁ 38, ଖୋର୍ଦ୍ଧାରୁ 56, ମାଲକାନଗିରିରୁ 8, ମୟୂରଭଞ୍ଜରୁ 50, ନବରଙ୍ଗପୁରରୁ 9, ନୟାଗଡରୁ 8, ନୂଆପଡାରୁ 68, ପୁରୀରୁ 23, ରାୟଗଡାରୁ 2, ସମ୍ବଲପୁରରୁ 25, ସୁନ୍ଦରଗଡରୁ 55 ଜଣ ଏବଂ ଷ୍ଟେଟ ପୁଲରୁ 12 ଜଣ ସଂକ୍ରମଣ ହୋଇଛନ୍ତି ।

ସେପଟେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା 3,14,629ରେ ପହଞ୍ଚିଥିବାବେଳେ 3,05,813 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 7,106ଟି ସକ୍ରିୟ ମାମଲା ରହିଛି । ଅନ୍ୟପଟେ ମୋଟ ମୃତ୍ୟୁ ସଂଖ୍ୟା 1657ରେ ପହଞ୍ଚିଛି । ତେବେ ରାଜ୍ୟରେ ଏବେ ପର୍ଯ୍ୟନ୍ତ ମୋଟ 56,04,532 ଟି ନମୁନା ଟେଷ୍ଟ ହୋଇସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.