ETV Bharat / city

ରାଜ୍ୟରେ କମୁଛି ସଂକ୍ରମଣ, 24 ଘଣ୍ଟାରେ 644 ଆକ୍ରାନ୍ତ - corona update of odisha

ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ରାଜ୍ୟରେ ଆଜି(ମଙ୍ଗଳବାର) 644 ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଅଧିକ ପଢନ୍ତୁ...

ରାଜ୍ୟରେ କମୁଛି ସଂକ୍ରମଣ,
ରାଜ୍ୟରେ କମୁଛି ସଂକ୍ରମଣ,
author img

By

Published : Nov 17, 2020, 11:58 AM IST

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ରାଜ୍ୟରେ ଆଜି(ମଙ୍ଗଳବାର) 644 ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଆକ୍ରାନ୍ତ ସୁନ୍ଦରଗଡରେ ଚିହ୍ନଟ ହୋଇଛନ୍ତି ।

ଏହାସହ ହୋମ କ୍ୱେରାଣ୍ଟାଇନ କେନ୍ଦ୍ରରୁ 371 ଚିହ୍ନଟ ହୋଇଥିବା ବେଳେ 273 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ଅନୁଗୁଳରୁ 29, ବାଲେଶ୍ୱରରୁ 13, ବରଗଡରୁ 14, ଭଦ୍ରକରୁ 19, ବଲାଙ୍ଗୀରରୁ 32, କଟକରୁ 38, ଢେଙ୍କାନାଳରୁ 6, ଗଞ୍ଜାମରୁ 7, ଗଜପତିରୁ 3, ଦେଓଗଡରୁ 3, ଜଗତସିଂହପୁରରୁ 27, ଯାଜପୁରରୁ 17, ଝରସୁଗୁଡ଼ାରୁ 26, କଳାହାଣ୍ଡିରୁ 15, କନ୍ଧମାଳରୁ 5 ଜଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟପକ୍ଷେ କେନ୍ଦ୍ରାପଡାରୁ 29, କେନ୍ଦୁଝରରୁ 37, କୋରାପୁଟରୁ 1, ମାଲକାନଗିରିରୁ 16, ମୟୁରଭଞ୍ଜରୁ 59, ନବରଙ୍ଗପୁରରୁ 15, ନୟାଗଡରୁ 9 , ନୂଆପଡାରୁ 9, ପୁରୀରୁ 34 ରାୟଗଡାରୁ 1, ସମ୍ବଲପୁରରୁ 15, ସୋନପୁରରୁ 10, ସୁନ୍ଦରଗଡରୁ 62, ଷ୍ଟେଟ ପୋଲ 17 ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 310052 , ସୁସ୍ଥ ହେଇଛନ୍ତି 299159 ଜଣ ଓ ସକ୍ରିୟ 9280। ତେବେ ରାଜ୍ୟରେ ମୋଟ 5330938 ଟି ପରୀକ୍ଷଣ ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.