ETV Bharat / city

ମହିଳା ଦିବସରେ ମହିଳା ପୋଲିସ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଲେ ଡିଜିପି - Women's Day 2021

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡିଶା ପୋଲିସରେ କାର୍ଯ୍ୟରତ କିଛି ମହିଳା ଅଧିକାରୀଙ୍କୁ ତାଙ୍କର ଉଲ୍ଲେଖନୀୟ ସେବା ଓ ସାହାସିକତା ପାଇଁ ଧନ୍ୟବାଦ ଜଣାଇଲେ ପୋଲସି ଡିଜିପି । ଅଧିକ ପଢନ୍ତୁ...

ମହିଳା ଦିବସରେ ମହିଳା ପୋଲିସ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଲେ ଡିଜିପି

author img

By

Published : Mar 8, 2021, 7:15 PM IST

ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡିଶା ପୋଲିସରେ କାର୍ଯ୍ୟରତ କିଛି ମହିଳା ଅଧିକାରୀଙ୍କୁ ତାଙ୍କର ଉଲ୍ଲେଖନୀୟ ସେବା ଓ ସାହାସିକତା ପାଇଁ ଧନ୍ୟବାଦ ଜଣାଇଲେ ପୋଲସି ଡିଜିପି ଅଭୟ । ନିଜ ଟ୍ବିଟର ହ୍ୟାଣ୍ଡେଲରେ ଟ୍ବିଟ ମାଧ୍ୟମରେ ଡିଜିପି ପ୍ରଶମସା କରିଥିବା ଦେଖିବାକୁ ମିଳିଛି । କୋରୋନା ହେଉ କି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସେମାନଙ୍କ ପ୍ରେରଣାଦାୟୀ ନେତୃତ୍ବ ଓ ଓଡିଶା ପୋଲିସରେ ଉଲ୍ଲେଖନୀୟ ସେବା ଅବଦାନ ପାଇଁ ତାଙ୍କୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଂଶସା କରିବା ସହ ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି ।

ମହିଳା ଦିବସରେ ମହିଳା ପୋଲିସ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଲେ ଡିଜିପି

ରାଉରକେଲା ଜିଲ୍ଲା ଜିଲ୍ଲାର ସାଇବର ପୋଲିସ୍ ଷ୍ଟେସନର ଇନ୍ସପେକ୍ଟର-ଇନ୍-ଚାର୍ଜ ସେରୋଫିନା ଜେସ୍ , ସମ୍ବଲପୁର ଜିଲ୍ଲାର ସାଇବର ପୋଲିସ ଷ୍ଟେସନର ଇନ୍ସପେକ୍ଟର-ଇନ୍-ଚାର୍ଜ ଭାବରେ କାର୍ଯ୍ୟ କରୁଥିବା ତାରବତୀ ପ୍ରଧାନ । ଝାରସୁଗୁଡା ଥାନାରେ ଇନ୍ସପେକ୍ଟର-ଇନ୍-ଚାର୍ଜ ଭାବରେ କାର୍ଯ୍ୟ କରୁଥିବହା ସୌଦାମିନୀ ନାଗ, ୟୁପିଡି ଭୁବନେଶ୍ୱରରେ ମହିଲା ପୋଲିସ ଷ୍ଟେସନର ଇନ୍ସପେକ୍ଟର-ଇନ୍-ଚାର୍ଜ ଭାବରେ କାର୍ଯ୍ୟ ଇନ୍ସପେକ୍ଟର ବନିତା ମୋହରାନା,ୟୁପିଡି କଟକସ୍ଥିତ ସିଡିଏ ପୋଲିସ ଷ୍ଟେସନର ଇନ୍ସପେକ୍ଟର-ଇନ୍-ଚାର୍ଜ ଭାବରେ କାର୍ଯ୍ୟ କରୁଥିବା ଇନ୍ସପେକ୍ଟର ସାନ୍ଧାରାଣୀ ସିଂ ପ୍ରମୁଖଙ୍କୁ ଉଲ୍ଲେଖନୀୟ ସେବା ଓ ପୋଲିସ ବିଭାଗ ପ୍ରତି ଅବଦାନକୁ ପ୍ରଶଂସା କରିଛନ୍ତି ଡିଜିପି ଅଭୟ ।

ସେହିପରି ୟୁପିଡି କଟକସ୍ଥିତ ମହିଲା ପୋଲିସ ଷ୍ଟେସନର ଇନ୍ସପେକ୍ଟର-ଇନ୍-ଚାର୍ଜ ଭାବରେ କାର୍ଯ୍ୟ କରୁଥିବା ଅନୁସୁୟା ନାୟକ, କଟକସ୍ଥିତ କ୍ୟାଣ୍ଟନମେଣ୍ଟ ପୋଲିସ ଷ୍ଟେସନର ଇନ୍ସପେକ୍ଟର-ଇନ-ଚାର୍ଜ ଇମାନ କଲ୍ୟାଣ ନାୟକ, ଢେଙ୍କାନାଳ ଜିଲ୍ଲାର ମୋଟାଙ୍ଗା ପୋଲିସ ଷ୍ଟେସନର ଇନ୍ସପେକ୍ଟର-ଇନ୍-ଚାର୍ଜ ସରୋଜିନୀ ସାମଦ , ଗୋଣ୍ଡିଆ ପୋଲିସ ଷ୍ଟେସନର ଇନ୍ସପେକ୍ଟର-ଇନ୍-ଚାର୍ଜ ଗୋଣ୍ଡିଆ ପୋଲିସ ଷ୍ଟେସନର ଇନ୍ସପେକ୍ଟର-ଇନ୍-ଚାର୍ଜ ନିର୍ମଳା ଗୋଚ୍ଛାୟତ ପ୍ରମୁଖଙ୍କୁ ପୋଲିସ ଡିଜିପି ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।

ଆମେ ଏହି ମହିଳା ଅଧିକାରୀ ମାନଙ୍କ ଆମେ ତାଙ୍କ ନେତୃତ୍ବ ଏବଂ ଓଡିଶା ପୋଲିସ ବିଭାଗରେ ସେମାନଙ୍କ ଅବଦାନକୁ ସ୍ବୀକାର କରିବା ସହ ଧନ୍ୟବାଦ ଦେଉଛୁ ବୋଲି କହିଛନ୍ତି ଡିଜିପି ଅଭୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.