ETV Bharat / city

ଶିଶୁ କିଶୋର ଓ ଗର୍ଭବତୀଙ୍କ ପାଇଁ ଜାରି ହେଲା ଆଡଭାଇଜରି - child

କୋରୋନାର ଦ୍ବିତୀୟ ଲହରୀ ପାଇଁ ସତର୍କ ଓ ପରାମର୍ଶ ଦେଲା ସ୍ବାସ୍ଥ୍ୟ ବିଭଗ । 2ୟ ବର୍ଷ ଠାରୁ କିଶୋର ଓ ଗର୍ଭବତୀମାନେ ମାସ୍କ ପିନ୍ଧିବା ଆଵଶ୍ୟକ । ଅଧିକ ପଢନ୍ତୁ...

ଶିଶୁ କିଶୋର ଓ ଗର୍ଭବତୀଙ୍କ ପାଇଁ ଆଡ଼ଭାଇଜରି କଲା ସ୍ବାସ୍ଥ୍ୟ ବିଭାଗ

author img

By

Published : May 13, 2021, 10:34 PM IST

ଭୁବନେଶ୍ବର: ଶିଶୁ କିଶୋର ଓ ଗର୍ଭବତୀଙ୍କ ପାଇଁ ସ୍ବାସ୍ଥ୍ୟ ବିଭଗ ଏକ ଆଡ଼ଭାଇଜରି ଜାରି କରିଛି । କୋରୋନାର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ସତର୍କ କରାଯାଇଛି । କୋରୋନାର ଦ୍ବିତୀୟ ଲହରୀ ପାଇଁ ସତର୍କ ଓ ପରାମର୍ଶ ଦେଲା ସ୍ବାସ୍ଥ୍ୟ ବିଭଗ । 2ୟ ବର୍ଷ ଠାରୁ କିଶୋର ଓ ଗର୍ଭବତୀମାନେ ମାସ୍କ ପିନ୍ଧିବା ଆଵଶ୍ୟକ ।

ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟ କରିବାକୁ ପରାମର୍ଶ । ଏହାସହ ଆଇସଲେସନରେ ରହି ଚିକିତ୍ସିତ କରିବାକୁ ନିର୍ଦେଶ । ଝାଡା ବାନ୍ତି, ପେଟ ବ୍ୟଥା, ଥଣ୍ଡା, କାଶ ଆଦି ଦେଖାଦେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ଦେବା ଆବଶ୍ୟକ । 20 ସେକେଣ୍ଡ ବଦଳରେ 40 ସେକେଣ୍ଡ ଧରି ହାତ ଧୋଇବା ଆବଶ୍ୟକ ।

ମୁହଁ, ନାକ ଏବଂ ଆଖିର ଅନାବଶ୍ୟକ ସ୍ପର୍ଶ କରନ୍ତୁ ନାହିଁ । କୋରୋନା ଟୀକାକରଣ ବୟସରୁ ଅଧିକ ସମସ୍ତ ହିତାଧିକାରୀଙ୍କଠାରେ ଶେଷ ହେବ। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଜାରି କରିଛି । କୋରୋନା ମହାମାରୀ ଦ୍ବିତୀୟ ଲହରି ଭୟଙ୍କର ଭାବରେ ରୂପ ନାଉଛି । ଯାହା ଫଳରେ ସମସ୍ତଙ୍କୁ ସତର୍କ ଓ କୋଭିଡ ନିୟମ ମନିବାକୁ ପ୍ରଶାସନ ଲୋକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.