ଭୁବନେଶ୍ବର: ଆଗାମୀ 7 ଦିନ ପାଇଁ ସିଲ ହେଲା ସିଭିଲ କୋର୍ଟ । ତେବେ ଏକାଧିକ ପଜିଟିଭ ବାହାରିବା ପରେ କୋର୍ଟକୁ ସିଲ କଲା ଭୁବନେଶ୍ବର ମହାନଗର ନିଗମ ।
ଗତକାଲି କୋର୍ଟ ପରିସରରରୁ ଏକା ସାଙ୍ଗରେ 10 ଜଣ କେଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ କୋର୍ଟ ସମ୍ପୂର୍ଣ୍ଣ ସାନିଟାଇଜ ହେବା ପରେ ଖୋଲିବାର ସୂଚନା ରହିଛି ।
ଭୁବନେଶ୍ବରରୁ ମନୋରଞ୍ଜନ ସଙ୍ଖୁଆ, ଇଟିଭି ଭାରତ