ETV Bharat / city

SCST ବର୍ଗର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ଡିଜିଟାଲ ଶିକ୍ଷାଦାନ - sc st students get didgital benifit

ଲୋକସେବା ଭବନରେ ଅନୁସୂଚିତ ଜାତି ଓ ଅନୁସୁଚିତ ଜନଜାତିମାନଙ୍କ କଲ୍ୟାଣ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଅନଲାଇନରେ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ, ଗଣିତ, ବିଜ୍ଞାନ ଓ ଇଂରାଜୀ ଆଦି ଶିକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯିବା ନେଇ ଆଲୋଚନା ହୋଇଛି ।

ଏସି ଓ ଏସଟି ବର୍ଗର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ଡିଜିଟାଲ ଶିକ୍ଷାଦାନ

author img

By

Published : Dec 17, 2020, 9:47 PM IST

ଭୁବନେଶ୍ୱର: ଲୋକସେବା ଭବନରେ ଅନୁସୂଚିତ ଜାତି ଓ ଅନୁସୁଚିତ ଜନଜାତିମାନଙ୍କ କଲ୍ୟାଣ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଏସି ଓ ଏସଟି ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଓ ପିପୁଲ୍ସ ଫର ଆକ୍ସନ ମଧ୍ୟରେ ଏକ ବୁଝାମଣା ସ୍ଵାକ୍ଷର ହୋଇଛି ।

ଏସି ଓ ଏସଟି ବର୍ଗର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ଡିଜିଟାଲ ଶିକ୍ଷାଦାନ
ଏସି ଓ ଏସଟି ବର୍ଗର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ଡିଜିଟାଲ ଶିକ୍ଷାଦାନ

ଏହାଦ୍ବାରା ଅନଲାଇନ ମାଧ୍ୟମରେ ଓଡ଼ିଆ ,ଗଣିତ, ବିଜ୍ଞାନ ଓ ଇଂରାଜୀ ଆଦି ଶିକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯିବ । ଏହାସହ ଏହି ବିଭାଗ ସହ ଆଭେଟି ଲର୍ଣ୍ଣିଙ୍ଗ ପ୍ରାଇଭେଟ୍ ଲିମିଟେଡ଼ ସହ ଆଉ ଏକ ଚୁକ୍ତି ସ୍ଵାକ୍ଷର ହୋଇଛି । ଯାହାଦ୍ଵାରା ଏସି, ଏସଟି ବିଦ୍ୟାଳୟ ଗୁଡିକରେ ଦଶମ ଶ୍ରଣୀ ପଢୁଥିବା ଛାତ୍ରଛାତ୍ରୀଙ୍କ କ୍ଲାସ ସମ୍ପୂର୍ଣ୍ଣ ଡିଜିଟାଇଜେସନ କରିବା ପାଇଁ ଚୁକ୍ତି ହୋଇଛି ।

ଏହାଦ୍ୱାରା କ୍ଲାସ, ପରୀକ୍ଷା ଆଦି ଡିଜିଟାଲ ମାଧ୍ୟମରେ ହେବ । ଏହାସହ ପିଏଫଇଏଲ ସହ ମଧ୍ୟ ଏକ ଚୁକ୍ତିନାମା ସ୍ଵାକ୍ଷର କରାଯାଇଛି । ଗୁଣାତ୍ମକ ଶିକ୍ଷା ସହ ହଷ୍ଟେଲ ଓ ବିଦ୍ୟାଳୟରେ ପିଲାଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ପ୍ରୟାସ କରାଯିବ । ଏହାସହ ଫେଲୋସିପ୍ ର ବ୍ୟବସ୍ଥା ମଧ୍ୟ କରାଯିବ ।

ଭୁବନେଶ୍ୱରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.