ETV Bharat / city

ସରକାରୀ-ରାଜନୈତିକ କାର୍ଯ୍ୟକ୍ରମ ବର୍ଜନ କରିବ ଟେଣ୍ଟ ହାଉସ ସଙ୍ଘ ! - ନୁତନ ଟ୍ରାଫିକ ଆଇନ

ନୁତନ ଟ୍ରାଫିକ ଆଇନ ଦ୍ବାରା ଟେଣ୍ଟ ହାଉସ ଚଲାଉଥିବା ବ୍ୟକ୍ତି କ୍ଷତିରେ ପଡୁଛନ୍ତି । ସେମାନଙ୍କ ଗାଡି ଯିବା ଆସିବା ପାଇଁ ସ୍ବତନ୍ତ୍ର ସୁବିଧା ପ୍ରଦାନ କରିବାକୁ ଦାବି କରିଛନ୍ତି । ଯଦି ଏଥିରେ କିଛି ସହଯୋଗ କରା ନ ଯାଏ ତେବେ ସେମାନେ ଆଗାମୀ ଦିନରେ ସମସ୍ତ ସରକାରୀ ଓ ରାଜନୈତିକ କାର୍ଯ୍ୟକ୍ରମକୁ ବହିଷ୍କାର କରିବେ ବୋଲି ଚେତାବନୀ ଦେଇଛନ୍ତି।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 22, 2019, 10:30 PM IST

ଭୁବନେଶ୍ବର: ନୂଆ ମୋଟର ଯାନ ଆଇନ ଅନୁସାରେ ଟେଣ୍ଟ ହାଉସ ଚଳାଉଥିବା ବ୍ୟକ୍ତି ବିଶେଷ ଅନେକ କ୍ଷତି ସହୁଛନ୍ତି। ସେମାନଙ୍କୁ ଏଥିରେ ରିହାତି ପ୍ରଦାନ କରିବା କିମ୍ବା ସେମାନଙ୍କ ଗାଡି ଯିବା ଆସିବା ପାଇଁ ସ୍ବତନ୍ତ୍ର ସୁବିଧା ପ୍ରଦାନ କରିବାକୁ ଦାବି କରିଛନ୍ତି । ଏନେଇ ସଂଘ ପକ୍ଷରୁ ପୋଲିସ କମିଶନର ଓ ପରିବହନ କମିଶନରଙ୍କୁ ଅବଗତ କରାଯାଇଛି।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର ଟେଣ୍ଟ ହାଉସ ମାଲିକ ସଂଘର ସାଧାରଣ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ଯେଉଁଥିରେ ରାଜ୍ୟ ମନ୍ତ୍ରିମଣ୍ଡଳର ମନ୍ତ୍ରୀ ଓ ବିଧାୟକମାନେ ଯୋଗ ଦେଇଛନ୍ତି । ସଙ୍ଘ ପକ୍ଷରୁ ତାଙ୍କ ନିକଟରେ ଏ ବିଷୟରେ ଅବଗତ କରାଯାଇଛି। ସେମାନେ ଏ ବିଷୟରେ ଆଲୋଚନା କରିବେ ବୋଲି କହିଛନ୍ତି। ତେବେ ଏନେଇ ଯଦି କୌଣସି ପଦକ୍ଷେପ ନିଆ ନ ଯାଏ ଟେଣ୍ଟ ହାଉସ ମାଲିକଙ୍କ ନିକଟରେ କାମ କରୁଥିବା ହଜାର ହଜାର କର୍ମଚାରୀଙ୍କ ଜୀବନ ଜୀବିକା ହରାଇବେ। ରାଜ୍ୟ ସଂଘ ନେଇଥିବା ନିଷ୍ପତି ଅନୁସାରେ ସଂଘ କୌଣସି ସରକାରୀ କାର୍ଯ୍ୟକ୍ରମରେ ସାମିଲ ନ ହେବାକୁ ନିଷ୍ପତି ନେବ ବୋଲି କହିଛନ୍ତି ସଙ୍ଘର ସଭାପତି ।

କାରଣ ସରକାରୀ କାର୍ଯ୍ୟକ୍ରମରେ ଟେଣ୍ଟ ଗାଡି ଗଲାବେଳେ ତାଙ୍କ ଠାରୁ କୌଣସି ପ୍ରକାର କଟକଣା ଜାରି କରାଯାଉ ନାହିଁ । କିନ୍ତୁ ଘରୋଇ କାର୍ଯ୍ୟକ୍ରମରେ ଟେଣ୍ଟ ଗାଡି ଗୁଡିକ ଯିବା ବେଳେ ତାଙ୍କୁ ଅଟକା ଯିବା ସହିତ ତାଙ୍କ ଠାରୁ ଅଧିକ ପରିମାଣର ଫାଇନ ଆଦାୟ କରାଯାଉଛି। ଯାହାକି ସେମାନଙ୍କ ଦାନାରେ ଧୂଳି ପକାଇବା ସଦୃଶ୍ୟ ଅଟେ ବୋଲି ସଙ୍ଘର ସମ୍ପାଦକ ପ୍ରଦୀପ ଭଟ୍ଟ ପ୍ରକାଶ କରିଛନ୍ତି । ତେଣୁ ସରକାର ସେମାନଙ୍କ ପାଇଁ କିଛି ବ୍ୟବସ୍ଥା କରି ବ୍ୟବସାୟ ବଞ୍ଚିବା ପାଇଁ ସାହାଯ୍ୟ କରିବାକୁ ଟେଣ୍ଟ ହାଉସ ମାଲିକ ସଂଘ ଅନୁରୋଧ କରିଛି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Intro:ନୂଆ ମୋଟର ଯାନ ଆଇନ ଅନୁସାରେ ଟେଣ୍ଟ ହାଉସ ଚଳାଉଥିବା ବ୍ୟକ୍ତି ବିଶେଷ ଅନେକ କ୍ଷତି ସହୁଛନ୍ତି।ସେମାନଙ୍କୁ ଏଥିରେ ରିହାତି ପ୍ରଦାନ କରିବା କିମ୍ବା ସେମାନଙ୍କ ଗାଡି ଯିବା ଆସିବା ପାଇଁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରିବାକୁ ସଙ୍ଘ ପକ୍ଷରୁ ପୋଲିସ କମିଶନର ଓ ପରିବହନ କମିଶନରଙ୍କୁ ଅବଗତି କରାଯାଇଛି।ଯଦି ଏଥିରେ କିଛି ସହଯୋଗ କରା ନ ଯାଇ ତେବେ ସେମାନେ ଆଗାମୀ ଦିନରେ ସମସ୍ତ ସରକାରୀ ଓ ରାଜନୈତିକ କାର୍ଯ୍ୟକ୍ରମ କୁ ବୟକଟ କରିବେ ବୋଲି ଚେତାବନୀ ଦେଇଛନ୍ତି।

Body:ଆଜି ଭୁବନେଶ୍ୱର ଟେଣ୍ଟ ହାଉସ ଓନର୍ସ ଆସୋସେସନର ସାଧାରଣ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା।ଯେଉଁଥିରେ ରାଜ୍ୟ ମନ୍ତ୍ରିମଣ୍ଡଳର ମନ୍ତ୍ରୀ ଓ ବିଧାୟକମାନେ ଯୋଗ ଦେଇଥିବା ବେଳେ ସଙ୍ଘ ପକ୍ଷରୁ ତାଙ୍କ ନିକଟରେ ଏ ବିଷୟରେ ଅବଗତ କରାଯାଇଛି।ସେମାନେ ଏ ବିଷୟରେ ଆଲୋଚନା କରିବେ ବୋଲି କହିଛନ୍ତି।ତେବେ ଏନେଇ ଯଦି କୌଣସି ପଦକ୍ଷେପ ନ ନିଆଯାଏ ଟେଣ୍ଟ ହାଉସ ଓନର ଙ୍କ ସଙ୍ଗେସଙ୍ଗେ ସେମାନଙ୍କ ନିକଟରେ କାମ କରୁଥିବା ହଜାର ହଜାର କର୍ମଚାରୀଙ୍କ ଜୀବନ ଜୀବିକା ବନ୍ଦ ହୋଇଯିବ।ତେଣୁ ରାଜ୍ୟ ସଙ୍ଘ ନେଇଥିବା ନିଷ୍ପତି ଅନୁସାରେ ଭୁବନେଶ୍ୱର ସଙ୍ଘ ସରକାରୀ କାର୍ଯ୍ୟକ୍ରମ ରେ ସାମିଲ ନ ହେବାକୁ ନିଷ୍ପତି ନେବ ବୋଲି କହିଛନ୍ତି ସଙ୍ଘର ସଭାପତି ତ୍ରିଲୋଚନ ଦାସ।
କାରଣ ସରକାରୀ କାର୍ଯ୍ୟକ୍ରମ ରେ ଟେଣ୍ଟ ଗାଡି ଗଲାବେଳେ ତାଙ୍କ ଠାରୁ କୌଣସି ପ୍ରକାର କଟକଣା ଜାରି କରାଯାଉ ନଥିବା ବେଳେ ଘରୋଇ କାର୍ଯ୍ୟକ୍ରମରେ ଟେଣ୍ଟ ଗାଡି ଗୁଡିକ ଯିବା ବେଳେ ତାଙ୍କ ଅଟକା ଯିବା ସହିତ ତାଙ୍କ ଠାରୁ ଅଧିକ ପରିମାଣର ଫାଇନ ଆଦାୟ କରାଯିବା କରାଯାଉଛି।ଯାହାକି ସେମାନଙ୍କ ଦାନାରେ ଧୂଳି ପକାଇବା ସଦୃଶ୍ୟ ଅଟେ ବୋଲି ସଙ୍ଘର ସମ୍ପାଦକ ପ୍ରଦୀପ ଭଟ ପ୍ରକାଶ କରିଛନ୍ତି।ତେଣୁ ସରକାର ସେମାନଙ୍କ ପାଇଁ କିଛି ବ୍ୟବସ୍ଥା ଗ୍ରହଣ କାରି ସେମାଙ୍କ ବ୍ୟବସାୟ ବଂଚିବା ପାଇଁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।
ବାଇଟ-ଭୁବନେଶ୍ୱର ସଙ୍ଘ ସଭାପତି-ତ୍ରିଲୋଚନ ଦାସ,
ସମ୍ପାଦକ-ପ୍ରଦୀପ ଭଟ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.