ETV Bharat / city

ଆସନ୍ତା 24 ଘଣ୍ଟା ମଧ୍ୟରେ ବଢିବ ତାପମାତ୍ରା

author img

By

Published : Apr 24, 2021, 9:01 PM IST

ଆସନ୍ତା ୨୪ ଘଣ୍ଟା, ରବିବାର ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ପୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

ଆସନ୍ତା 24 ଘଣ୍ଟା ମଧ୍ୟରେ ବଢିବ ତାପମାତ୍ରା
ଆସନ୍ତା 24 ଘଣ୍ଟା ମଧ୍ୟରେ ବଢିବ ତାପମାତ୍ରା

ଭୁବନେଶ୍ବର: ପୁଣି ରାଜ୍ୟରେ ବଢିବ ତାପମାତ୍ରା । ଆସନ୍ତା ୨୪ ଘଣ୍ଟା, ରବିବାର ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ପୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଆସନ୍ତା 24 ଘଣ୍ଟା ମଧ୍ୟରେ ବଢିବ ତାପମାତ୍ରା

ସେହିପରି ୨୬, ୨୭ ତାରିଖରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ୨୮ ତାରିଖରୁ ବଜ୍ରପାତ ବର୍ଷା ବୃଦ୍ଧି ପାଇବ । ଆଗକୁ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ଭୁବନେଶ୍ୱରରେ ତାପମାତ୍ରା 41 ଡିଗ୍ରୀ ରହିପାରେ । ତେବେ ମାଲକାନଗିରି, କୋରାପୁଟ, ଗଜପତି, ନବରଙ୍ଗପୁର ଓ ମୟୂରଭଞ୍ଜରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

ସୁନ୍ଦରଗଡ ଓ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୦.୦ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଆର ଉଦୟଗିରିରେ ସର୍ବାଧିକ ୨୨.୪ମିମି ବର୍ଷା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.