ETV Bharat / city

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ମଠ, ମନ୍ଦିର ଦେଲେ 1 କୋଟି 37 ଲକ୍ଷ

author img

By

Published : Apr 22, 2020, 11:53 AM IST

ଓଡିଶା କରୁଛି କୋରୋନା ମୁକାବିଲା । ଏନେଇ ଚାରଆଡୁ ଛୁଟୁଛି ସହଯୋଗର ହାତ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସ୍ବ ଇଚ୍ଛାରେ ଲୋକେ କରୁଛନ୍ତି ଦାନ । ସେପଟେ ରାଜ୍ୟରେ ଥିବା ବିଭିନ୍ନ ମଠ ଓ ମନ୍ଦିର 1 କୋଟି 37 ଲକ୍ଷ ଟଙ୍କା ଦାନ କରିଥିବା ଜଣାପଡିଛି ।

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ମଠ, ମନ୍ଦିର ଦେଲେ 1 କୋଟି 37 ଲକ୍ଷ
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ମଠ, ମନ୍ଦିର ଦେଲେ 1 କୋଟି 37 ଲକ୍ଷ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ରାଜ୍ୟର ବିଭିନ୍ନ ମଠ ଓ ମନ୍ଦିର ପରିଚାଳନା କମିଟି 1 କୋଟି 37 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ଦେବୋତ୍ତର କମିଶନ ଅଧିବାରେ ଥିବା ହିନ୍ଦୁ ମନ୍ଦିରର ଟ୍ରଷ୍ଟ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ଅର୍ଥ ପ୍ରଦାନ କରିଛନ୍ତି । ଯାଜପୁର ବିରଜା ମନ୍ଦିର 5 ଲକ୍ଷ, କାକଟପୁର ମଙ୍ଗଳା ମନ୍ଦିର 10 ଲକ୍ଷ, ଭୁବନେଶ୍ୱର ରାମ ମନ୍ଦିର 2 ଲକ୍ଷ ଟଙ୍କା ପ୍ରଦାନ କରିଥିବା ଜଣାପଡିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.