ETV Bharat / city

Cold Wave Gripped Odisha: ଶୀତରେ ଥରୁଛି ରାଜ୍ୟ, ୧୫ ଡିଗ୍ରୀ ତଳେ ୧୯ ସହର

author img

By

Published : Dec 15, 2021, 5:28 PM IST

ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ୧୯ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ରହିଛି ରାତିର ତାପମାତ୍ରା । ଅଧିକ ପଢନ୍ତୁ

WEATHER UPDATE : ୧୯ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ରାତିର ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ୧୯ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ରହିଛି ରାତିର ତାପମାତ୍ରା । ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରହିଛି । ସେହିପରି ଫୁଲବାଣୀରେ ସର୍ବନିମ୍ନ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ବର ଓ କଟକରେ ରାତିର ତାପମାତ୍ରା ୧୪.୫ ଡିଗ୍ରୀ ରହିଛି । ଏନେଇ ଆଞ୍ଚିଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ବାଲେଶ୍ବରରେ ୧୪.୬ ,ଚାନ୍ଦବାଲିରେ ୧୩.୬, ପାରାଦୀପରେ ୧୬.୮, ଗୋପାଳପୁରରେ ୧୭.୨ ଡାପମାତ୍ରା ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି, ଅନୁଗୋଳରେ ୧୪.୬, ବାରିପଦାରେ୧୪, ଝାରସୁଗୁଡାରେ ୧୦.୮, କୋରାପୁଟରେ୧୩.୮ଓ ସମ୍ବଲପୁରରେ ୧୪ ତାପମାତ୍ରା ରେକର୍ଡ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.