ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ୧୯ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ରହିଛି ରାତିର ତାପମାତ୍ରା । ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରହିଛି । ସେହିପରି ଫୁଲବାଣୀରେ ସର୍ବନିମ୍ନ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ବର ଓ କଟକରେ ରାତିର ତାପମାତ୍ରା ୧୪.୫ ଡିଗ୍ରୀ ରହିଛି । ଏନେଇ ଆଞ୍ଚିଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
-
#୧୯ସ୍ଥାନରେ ରାଜ୍ୟରେ #୧୫ଡ଼ିଗ୍ରୀ ତଳେ ରାତ୍ରି ତାପମାତ୍ରା #ପାହାଡିଆ ଅଞ୍ଚଳ ମଧ୍ୟରେ #ଦାରିଙ୍ଗବାଡି ଠାରେ ସର୍ବନିମ୍ନ ୭.୫ ଡ଼ିଗ୍ରୀ
— Meteorological Centre, Bhubaneswar (@mcbbsr) December 15, 2021 " class="align-text-top noRightClick twitterSection" data="
ସେହିପରି #ସମତଳ ଅଞ୍ଚଳ ମଧ୍ୟରେ #ଫୁଲବାଣୀ ରେ ସର୍ବନିମ୍ନ ୧୦ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ #ଭୁବନେଶ୍ୱର ଏବଂ #କଟକ ରେ ୧୪.୫ ଡ଼ିଗ୍ରୀ ରାତ୍ରି ତାପମାତ୍ରା pic.twitter.com/rUHCeAmZYv
">#୧୯ସ୍ଥାନରେ ରାଜ୍ୟରେ #୧୫ଡ଼ିଗ୍ରୀ ତଳେ ରାତ୍ରି ତାପମାତ୍ରା #ପାହାଡିଆ ଅଞ୍ଚଳ ମଧ୍ୟରେ #ଦାରିଙ୍ଗବାଡି ଠାରେ ସର୍ବନିମ୍ନ ୭.୫ ଡ଼ିଗ୍ରୀ
— Meteorological Centre, Bhubaneswar (@mcbbsr) December 15, 2021
ସେହିପରି #ସମତଳ ଅଞ୍ଚଳ ମଧ୍ୟରେ #ଫୁଲବାଣୀ ରେ ସର୍ବନିମ୍ନ ୧୦ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ #ଭୁବନେଶ୍ୱର ଏବଂ #କଟକ ରେ ୧୪.୫ ଡ଼ିଗ୍ରୀ ରାତ୍ରି ତାପମାତ୍ରା pic.twitter.com/rUHCeAmZYv#୧୯ସ୍ଥାନରେ ରାଜ୍ୟରେ #୧୫ଡ଼ିଗ୍ରୀ ତଳେ ରାତ୍ରି ତାପମାତ୍ରା #ପାହାଡିଆ ଅଞ୍ଚଳ ମଧ୍ୟରେ #ଦାରିଙ୍ଗବାଡି ଠାରେ ସର୍ବନିମ୍ନ ୭.୫ ଡ଼ିଗ୍ରୀ
— Meteorological Centre, Bhubaneswar (@mcbbsr) December 15, 2021
ସେହିପରି #ସମତଳ ଅଞ୍ଚଳ ମଧ୍ୟରେ #ଫୁଲବାଣୀ ରେ ସର୍ବନିମ୍ନ ୧୦ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ #ଭୁବନେଶ୍ୱର ଏବଂ #କଟକ ରେ ୧୪.୫ ଡ଼ିଗ୍ରୀ ରାତ୍ରି ତାପମାତ୍ରା pic.twitter.com/rUHCeAmZYv
ବାଲେଶ୍ବରରେ ୧୪.୬ ,ଚାନ୍ଦବାଲିରେ ୧୩.୬, ପାରାଦୀପରେ ୧୬.୮, ଗୋପାଳପୁରରେ ୧୭.୨ ଡାପମାତ୍ରା ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି, ଅନୁଗୋଳରେ ୧୪.୬, ବାରିପଦାରେ୧୪, ଝାରସୁଗୁଡାରେ ୧୦.୮, କୋରାପୁଟରେ୧୩.୮ଓ ସମ୍ବଲପୁରରେ ୧୪ ତାପମାତ୍ରା ରେକର୍ଡ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ