ETV Bharat / city

ଭୁବନେଶ୍ବର AIIMSରେ ପୁଣି ଲାଗୁ ହେବ ଟେଲି ମେଡିସିନ୍ ସେବା

author img

By

Published : Jan 11, 2022, 10:52 PM IST

AIIMSରେ ନୂଆ ଗାଇଡଲାଇନ ଜାରି । କୋଭିଡର ସଂକ୍ରମଣ ହାର ବୃଦ୍ଧିକୁ ଦେଖି ଭୁବନେଶ୍ବର AIIMS ପକ୍ଷରୁ ପୁଣି ଟେଲି ମେଡିସନ ସେବା ଆରମ୍ଭ ନେଇ ଗୁରୁତ୍ବ । ଅଧିକ ପଢନ୍ତୁ

again telemedicine service starts from tomorrow
ଭୁବନେଶ୍ବର AIIMSରେ ପୁଣି ଲାଗୁ ହେବ ଟେଲି ମେଡିସିନ୍ ସେବା

ଭୁବନେଶ୍ବର: AIIMSରେ ନୂଆ ଗାଇଡଲାଇନ ଜାରି । କୋଭିଡର ସଂକ୍ରମଣ ହାର ବୃଦ୍ଧିକୁ ଦେଖି ଭୁବନେଶ୍ବର AIIMS ପକ୍ଷରୁ ପୁଣି ଟେଲି ମେଡିସନ ସେବା ଆରମ୍ଭ ନେଇ ଗୁରୁତ୍ବ । ବର୍ହି ବିଭାଗରେ ଦିନକୁ ରୋଗୀଙ୍କ ସଂଖ୍ୟା 100 ମଧ୍ୟରେ ରଖିବାକୁ ନିଷ୍ପତ୍ତି। ଆସନ୍ତାକାଲି ଠାରୁ ଲାଗୁ ହେବ ନୂଆ ନିୟମ ।

କୋଭିଡ୍ ସଂକ୍ରମଣର ହାର ରୋକିବା ପାଇଁ ସମସ୍ତ ବିଭାଗରେ ଉପଯୁକ୍ତ କୋଭିଡ୍ ନିୟ କାର୍ଯ୍ୟ କରାଯିବ । ପୂର୍ବ ପରି ଟେଲି ମେଡିସିନ୍ ସେବା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଜାରି ରହିଛି । ତେବେ ରୋଗୀଙ୍କୁ ଏହି ସେବା ମାଧ୍ୟମରେ ଅଧିକରୁ ଅଧିକ ଉତ୍ସାହିତ କରିବା ପାଇଁ “AIIMS ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପ୍ ଏବଂ ଟେଲି ମେଡିସିନ୍ ( ୱାଟସଅପ ଆପ୍ କଲ୍) ସେବାକୁ ମଜଭୁତ କରିବାକୁ ସମସ୍ତ ବିଭାଗକୁ ପରାମର୍ଶ ଦିଆଯାଇଛି।

ଫଳରେ ସଂକ୍ରମଣ ହାର ହାସ୍ର ପାଇବାରେ ସାହାଯ୍ୟ ହେବ। ସେହିପରି ଅପରେସନ ପାଇଁ ୱାର୍ଡରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ପ୍ରାଥମିକତା ଦିଆଯିବ । ଏଥିସହ ଜରୁରୀକାଳୀନ ସେବା ରେଡିଓ ଥେରାପି, ଡାଏଲିସିସ୍, ଟ୍ରମା ଏବଂ ଟେଲି ମେଡିସିନ୍, "AIIMS ଭୁବନେଶ୍ୱର ସ୍ୱାସ୍ଥ୍ୟ" ଆପ୍, ଆଇପିଡି , ଟୀକାକରଣ , ପ୍ରତିରୋପଣ, ଆଦି ପୂର୍ବ ପରି ଜାରି ରହିବ। ଅନ୍ୟପଟେ ପ୍ରବେଶ ଦ୍ୱାରରେ ସୁରକ୍ଷାକର୍ମୀଙ୍କୁ ଡବଲ୍ ଡୋଜ ଟୀକାକରଣ ପ୍ରମାଣପତ୍ର ଦେଖାଇ ପ୍ରବେଶ କରିପାରିବେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.