ETV Bharat / city

ପବିତ୍ର ଗୁରୁ ଦିବସ: ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁଙ୍କୁ ପୂଜା କଲେ ଛାତ୍ରଛାତ୍ରୀ

ୟୁନିଟ 8 ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳିତ । ଗୁରୁ ପୂଜା ପରେ ପିଲାମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର
author img

By

Published : Sep 5, 2019, 11:13 AM IST

ଭୁବନେଶ୍ବର: ଆଜି ପବିତ୍ର ଗୁରୁଦିବସ । ଗୁରୁ ଶିଷ୍ୟର ସଂପର୍କକୁ ଆହୁରି ମଜବୁତ କରିଦିଏ ଏହି ଦିନଟି । ପ୍ରତ୍ୟେକ ଛାତ୍ରଛାତ୍ରୀ ଗୁରୁଙ୍କ ପାଇଁ ପାଳିଥାନ୍ତି ଏହି ଦିନଟି । ଭୁବନେଶ୍ବର ୟୁନିଟ 8 ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ମଧ୍ୟ ଗୁରୁ ଦିବସ ପାଳନ ହୋଇଛି ।

ସବୁ ଦିନ ଭଳି ଆଜି ମଧ୍ୟ ସବୁ ପିଲା ବିଦ୍ୟାଳୟକୁ ଆସି ହାତରେ ପୂଜା ଥାଳି ଧରି ଗୁରୁଙ୍କ ପୂଜା କରିଥିଲେ । ଗୁରୁଙ୍କୁ ସମ୍ମାନ ଦେବା ସବୁ ଛାତ୍ରଛାତ୍ରଙ୍କ କର୍ତ୍ତବ୍ୟ । ତେଣୁ ପିଲାମାନେ ମନ ଖୁସିରେ ଗୁରୁପୂଜା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ଗୁରୁପୂଜା ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପିଲାଙ୍କ ଦ୍ବାରା ନୃତ୍ୟଗୀତ ପରିବେଷଣ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.