ଭୁବନେଶ୍ବର: କୋଭିଡ ୧୯ ମାର୍ଗଦର୍ଶିକା ଉଲଙ୍ଘନ ଅଭିଯୋଗରେ କଳ୍ପନା ଛକ ସ୍ଥିତ ତାରିଣୀ ବସ୍ତ୍ରାଳୟକୁ ବିଏମସି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ସିଲ କରିଛି । ଦୋକାନ ମାଲିକଙ୍କ ଠାରୁ ୭୫ ହଜାର ଟଙ୍କା ଫାଇନ ଆଦାୟ କରିଛି ବିଏମସି । ପ୍ରତି ଗ୍ରାହକଙ୍କ ଠାରୁ ମଧ୍ୟ ୫୦୦ ଟଙ୍କା ଲେଖାଏଁ ଫାଇନ ଆଦାୟ ହୋଇଛି । ଗ୍ରାହକଙ୍କ ଠାରୁ ୨୫ ହଜାର ଟଙ୍କା ଫାଇନ ଆଦାୟ କରିଛି ବିଏମସି ।
କୋଭିଡ ନିୟମ ଭଙ୍ଗ ଅଭିଯୋଗରେ ସିଲ୍ ହେଲା ତାରିଣୀ ବସ୍ତ୍ରାଳୟ - ତାରିଣୀ ବସ୍ତ୍ରାଳୟ
କୋରୋନା କଟକଣା ଯୋଗୁଁ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ତାରିଣୀ ବସ୍ତ୍ରାଳୟ କୋରୋନା କଟକଣାକୁ ଫୁ' କରି ଚଳାଇଥିଲା ବେପାର । ବିଏମସି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ପହଁଞ୍ଚି ସିଲ୍ କଲା କରିବା ଆଦାୟ କଲା ଫାଇନ । ଅଧିକ ପଢନ୍ତୁ....
କୋଭିଡ ନିୟମ ଭଙ୍ଗ ଅଭିଯୋଗରେ ସିଲ୍ ହେଲା ତାରିଣୀ ବସ୍ତ୍ରାଳୟ