ETV Bharat / city

ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଲକ୍ଷ୍ୟ: ଏସଆରସି

author img

By

Published : May 19, 2020, 11:43 PM IST

ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ 8ଟି ପଞ୍ଚାୟତରୁ ଅଦ୍ୟାବଧି 10000ରୁ ଉର୍ଦ୍ଧ ଲୋକଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ଓ ବିଭିନ୍ନ ସ୍କୁଲରେ ଥଇଥାନ କରାଯାଇଥିବା ସୂଚନା । ଅଧିକ ପଢ଼ନ୍ତୁ...

target-to-evacuation-millions-of-people-hrc
ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଲକ୍ଷ୍ୟ: ଏସଆରସି

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରାୟ ଲକ୍ଷେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ନେଇ ପ୍ରଶାସନର ଟାର୍ଗେଟ ରହିଛି । ସେପଟେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୁଦ୍ର କୂଳିଆ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ 8ଟି ପଞ୍ଚାୟତରୁ ଅଦ୍ୟାବଧି 10000ରୁ ଉର୍ଦ୍ଧ ଲୋକଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ଓ ବିଭିନ୍ନ ସ୍କୁଲରେ ଥଇଥାନ କରାଯାଇଥିବା ସୂଚନା ରହିଛି ।

ତେବେ ସ୍ଥାନାନ୍ତର ପ୍ରକ୍ରିୟା ଆଗକୁ ଜାରି ରହିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । NDRF, ODRAF ଓ ଅଗ୍ନିଶମ ବାହିନୀ ଦ୍ବାରା ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର ଓ ଭୁବନେଶ୍ବରରୁ ତାପସ ପରିଡାଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.