ETV Bharat / city

ଲକଡାଉନ ଓ ସଟଡାଉନ କରିବାକୁ ଦାବି କଲେ ସୁର

author img

By

Published : Apr 28, 2021, 7:37 PM IST

ଯଦି ଟୀକା ଉପଲବ୍ଧ ହୋଇନି ତାହେଲେ ପଞ୍ଜିକରଣର ମିଛ ଡ୍ରାମା କାହିଁକି କରିଥିଲ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ...

ଲକଡାଉନ ଓ ସଟଡାଉନ କରିବାକୁ ଦାବି କଲେ ସୁର
ଲକଡାଉନ ଓ ସଟଡାଉନ କରିବାକୁ ଦାବି କଲେ ସୁର

ଭୁବନେଶ୍ବର : ରାଜ୍ୟର ଟୀକାକରଣ ସମସ୍ୟା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ଏଭଳି ସ୍ଥିତି ଉପୁଜିଥିବା କଂଗ୍ରେସ ଅଭିଯୋଗ କରିଛି । ଯଦି ଟୀକା ଉପଲବ୍ଧ ହୋଇନି ତାହେଲେ ପଞ୍ଜିକରଣର ମିଛ ଡ୍ରାମା କାହିଁକି କରିଥିଲ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଲକଡାଉନ ଓ ସଟଡାଉନ କରିବାକୁ ଦାବି କଲେ ସୁର

ଟୀକା ପ୍ରସ୍ତୁତକାରୀ କମ୍ପାନୀର କଥା ଅନୁଯାୟୀ ରାଜ୍ୟକୁ ଟିକା ଆସିବାକୁ ବହୁ ବିଳମ୍ବ ହେବ । ମହାରାଷ୍ଟ୍ର, ପଞ୍ଜାବ, ଦିଲ୍ଲୀ ପରି ରାଜ୍ୟରେ ମେ 15 ପରେ ଟିକା ଉପଲବ୍ଧ ହେବ ବୋଲି କମ୍ପାନୀ ସୂଚନା ଦେଇଛି । ତେଣୁ, ରାଜ୍ୟରେ ମେ 1ରୁ ଟିକା ଦିଆଯିବ ବୋଲି କାହିଁକି କହୁଥିଲେ ସରକାରଙ୍କୁ ବୋଲି ପ୍ରଶ୍ନ କରିଛନ୍ତି ସୁର । ଏଥିସହିତ ସଂକ୍ରମଣର ତୀବ୍ରତାକୁ ଆଖି ଆଗରେ ରଖି ତୁରନ୍ତ ଲକଡାଉନ ଓ ସଟଡାଉନ କରିବାକୁ ସେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.