ETV Bharat / city

କୋଭିଡ ହସ୍ପିଟାଲ ଭାବେ ବ୍ୟବହାର ହେବ ରାଉରକେଲା SAIL ହସ୍ପିଟାଲ

author img

By

Published : Apr 15, 2021, 6:01 PM IST

ରାଉରକେଲା (SAIL) ସୁପର ସ୍ପେସିଆଲିଟି ହସ୍ପିଟାଲକୁ କୋଭିଡ କେୟାର ହସ୍ପିଟାଲ୍ ଭାବେ ହେବ ବ୍ୟବହାର । ଏନେଇ SAILକୁ ମିଳିଛି ଅନୁମୋଦନ । ଅଧିକ ପଢନ୍ତୁ...

କୋଭିଡ ହସ୍ପିଟାଲ ଭାବେ ବ୍ୟବହାର ହେବ ରାଉଲକେଲା SAIL ହସ୍ପିଟାଲ

ଭୁବନେଶ୍ବର: ରାଉରକେଲା (SAIL) ସୁପର ସ୍ପେସିଆଲିଟି ହସ୍ପିଟାଲକୁ କୋଭିଡ କେୟାର ହସ୍ପିଟାଲ୍ ଭାବେ ହେବ ବ୍ୟବହାର । ଏନେଇ SAIL କୁ ମିଳିଛି ଅନୁମୋଦନ । ପଶ୍ଚିମ ଓଡିଶା ସମେତ ଇସ୍ପାତ ନଗରୀ ରାଉରକେଲାରେ ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । SAIL ସୁପର ସ୍ପେସିଆଲିଟି ହସ୍ପିଟାଲକୁ କୋଭିଡ କେୟାର ହସ୍ପିଟାଲ ଭାବରେ ବ୍ୟବହାର କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଛନ୍ତି ନିର୍ଦ୍ଦେଶ ।

କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ SAIL ସୁପର ସ୍ପେସିଆଲିଟି ହସ୍ପିଟାଲରେ ରହିଛି ସମସ୍ତ ଚିକିତ୍ସା ବ୍ୟବସ୍ଥା । ଆଇସିୟୁ ସୁବିଧା ମଧ୍ୟ ଉପଲବ୍ଧ ଅଛି । ଗୁରୁତର ରୋଗୀଙ୍କୁ ଏଠାରେ ରଖି ଚିକିତ୍ସା ସୁବିଧା ଦିଆଯାଇପାରିବ । ତେଣୁ ଏହାକୁ ବ୍ୟବହାର କରିବା ଲାଗି ଜିଲ୍ଲା ପ୍ରଶାସନକୁ SAIL କର୍ତ୍ତୃପକ୍ଷ ଏକ ଅନୁରୋଧ ପତ୍ର ପଠାଇଛନ୍ତି । SAILର 60 ଶଯ୍ୟା ବିଶିଷ୍ଟ ICU ସୁବିଧା ରହିଛି । ଯେଉଁଠି ଆବଶ୍ୟକ ଗୁରୁତର ରୋଗୀ ରହି ଚିକିତ୍ସା ଲାଭ ପାଇପାରିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.