ETV Bharat / city

ପୁଣି ଫିଟନେସ ମନ୍ତ୍ର ମନେ ପକାଇଲେ ସୁଧାଂଶୁ ଷଡ଼ଙ୍ଗୀ

author img

By

Published : Jul 28, 2020, 8:40 PM IST

ପୁଣି ମେଦବହୁଳତାରୁ ମୁକୁଳିବା ପାଇଁ ଟ୍ବିଟ ଯୋଗେ ବାର୍ତ୍ତା ଦେଲେ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ । ଅଧିକ ପଢନ୍ତୁ..

ପୁଣି ଫିଟନେସର ମନ୍ତ୍ର ମନପକାଇଲେ ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ବର: ପୁଣି ମେଦବହୁଳତାରୁ ମୁକୁଳିବା ପାଇଁ ଟ୍ବିଟ ଯୋଗେ ବାର୍ତ୍ତା ଦେଲେ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ । ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଏକ ଭିଡ଼ିଓ ସେୟାର କରିବା ସହ ସୁଧାଂଶୁ କହିଛନ୍ତି, ଫିଟ ରହିବା ପାଇଁ ଆମକୁ ମଧ୍ୟ ସମାନ ଉପାୟ ଆପଣାଇବାକୁ ପଡ଼ିବ ।

ଏକ ସାକ୍ଷାତକାରରେ ବୋରିସ ଜନସନ କହିଛନ୍ତି, ମେଦବହୁଳତା ଯୋଗୁଁ ଆମେ ଅନେକ ସମୟରେ ବିଭିନ୍ନ ରୋଗରେ ପଡିଥାଉ । ତେଣୁ ଫିଟ ରହିବା ସୁସ୍ଥ ଜୀବନ ଜିଇଁବାର ଏକ କଳା ବୋଲି କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ।

ପୂର୍ବରୁ ଟ୍ବିନ ସିଟ ପୋଲିସର ସମସ୍ତ କର୍ମଚାରୀଙ୍କୁ ଫିଟ ରହିବାକୁ ଆହ୍ବାନ ଦେଇଥିବା କମିସନର ଏହି ଭିଡ଼ିଓ ଟ୍ବିଟ କରିବା ସହ ପୁନର୍ବାର ଏହାକୁ ମନେ ପକାଇ ଦେଇଛନ୍ତି । ଏବଂ କହିଛନ୍ତି ବିଶେଷକରି ଆମ ଦେଶରେ ମଧ୍ୟ ସମାନ ଉପାୟ ଆପଣାଇବାର ସମୟ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.